ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ

ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ

ବାଲିଗୁଡା, ତା, ୨୩/୦୬:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ +୩ କଳା, ବିଜ୍ଞାନ ଓ ବାଣିଜ୍ଯ ସମ୍ମାନ ଶ୍ରଣୀରେ ପ୍ରଥମ ପର୍ଯ୍ଯାୟ ନାମଲେଖା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି l ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନ ଓ ମାର୍ଗ ଦର୍ଶନରେ ସମ୍ପୂର୍ଣ୍ଣ ଆଡ଼ମିସନ ଟିମ୍ ଏହି କାର୍ଯ୍ଯ ସୁଚାରୁ ରୂପେ ପରିଚାଳନା କରୁଛନ୍ତି l ସୂଚନା ଯୋଗ୍ୟ ଯେ, ଏହି ପୁରାତନ ମହାବିଦ୍ୟାଳୟ ଟି ୧୯୭୯ ମସିହା ଅଗଷ୍ଟ ୩୦ ତାରିଖ ରେ ପ୍ରତିଷ୍ଠିତ ହୋଇଥିବା ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲାର ଅନ୍ଯତମ ଅଗ୍ରଣୀ ଘରୋଇ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ବେଶ ପରିଚିତ ହୋଇ ପାରିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

କାରାଗାରରୁ ଜଣେ କଏଦୀ ଫେରାର ଘଟଣା ଜିଲ୍ଲା ଯୁବ ବିଜେଡି ସଭାପତି ଙ୍କ ତୀବ୍ର ପ୍ରତିକ୍ରୀୟା 

Sunil Chandra Nayak

ଜମିବିକ୍ରୀକୁ ଅନୁମୋଦନ କରୁ ନାହାନ୍ତି ଖଇରା ଉପ-ନିର୍ବନ୍ଧକ ଅଧିକାରୀ,୮୮ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ପଡ଼ି କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା

masiha

Leave a Comment

error: Content is protected !!