ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ସରପଞ୍ଚ ଙ୍କ ନିଆରା ଉଦ୍ୟମ

   ଡ଼ାଲଗୁମା -:  (ମ, ନି, ସ,)  କୋକସରା ବ୍ଲକ ମୂଷା ପାଲି ପଞ୍ଚାୟତ ର ଯୁବ ସରପଞ୍ଚ ଶ୍ରୀ ଅକ୍ଷୟ କୁମାର ନାଏକ ଙ୍କ ନିଆରା ଉଦ୍ୟମ ଯୋଗୁଁ  ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ।    ଗ୍ରାମରେ ଥିବା ମହିଳା   ସୟଂ ସହାୟକ ଗୋଷ୍ଠୀ ସହାୟତାରେ ଶସ୍ୟ ଭାରତ କାର୍ଯ୍ୟକ୍ରମରେ ଭାଗନେଇ ଗ୍ରାମର ରାସ୍ତା ଘାଟ ସଫା କରିଛନ୍ତି ।ଗ୍ରାମ ବାସୀ ଯୁବ ସରପଞ୍ଚ ଙ୍କୁମହେେନ୍d ଭୂରି ଭୂରି ପ୍ରଶଂସା କରି ଅଛନ୍ତି ।

ଡ଼ାଲଗୁମା ରୁ ମହେନ୍ଦ୍ର ଧରୂଆ ଙ୍କ ରିପୋର୍ଟ 

Related posts

ଖୁବଶୀଘ୍ର ଜୟପୁର ବିମାନବନ୍ଦରରୁ ଉଡ଼ିବ ବିମାନ

Sunil Chandra Nayak

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

Sunil Chandra Nayak

Leave a Comment

error: Content is protected !!