ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ତିମିଲି ଗ୍ରାମ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଢ଼େଙ୍କାନାଳ -:    ଅଦ୍ୟ ବୈଶାଖ ମାସ ଶୁକ୍ଳ ପକ୍ଷ ତିଥି ରେ ଢେଙ୍କାନାଳ ଜିଲ୍ଲା ର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତିମିଲି ଗ୍ରାମ ରେ ମହା ସମାରୋହ ରେ ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ଟି ଝାଞ୍ଜ, ମୁଦଙ୍ଗ,ହରିବୋଲ,ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହେବା ସହ ଦୁନିଆଁ ରେ କିଛି ନାହିଁ, କେବଳ ହରି ନାମ ହିଁ ମନୁଷ୍ୟ କୁ ଏ ଭବ ସାଗରରୁ ମୁକ୍ତି ଦେଇପାରିବ ବୋଲି ପ୍ରମାଣିତ ହେଉଅଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ କାଲି ତା ୧୪, ୫.୨୨ଶନିବାର ଠାରୁ ଶୁଭ ଅଧିବାସ ପର୍ବ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ସୋମବାର ଦିନ ନଗର କୀର୍ତ୍ତନ ହେବା ସହିତ ଉଦଯାପିତ ହେବ ବୋଲି କନ୍ତିମିଲି ଗ୍ରାମ ସଭାପତି ସମେତ ସମସ୍ତ ସଭ୍ୟ ବୃନ୍ଦ ସୂଚନା ଦେଇଛନ୍ତି।

 ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିଜୟା ଦଶମୀରେ ପ୍ରାର୍ଥନା 

Sunil Chandra Nayak

ଏଆଇଟିୟୁସିର ତ୍ରୟୋଦଶ ରାଜ୍ଯ ସମ୍ମିଳନୀ ଅନୁଷ୍ଠିତ: ଵଞ୍ଚିଵା ପାଇଁ ସଂଗ୍ରାମ- ସଂଗ୍ରାମ କରି ଵଞ୍ଚିଵା – ସମସ୍ତ ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ୟୁନିୟନ ଭୁକ୍ତ କରିଵା ସଂକଳ୍ପ ଗୃହିତ:

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଜନ୍ମତିଥି ରେ ସ୍ମୃତି ବାଢେ ଆଜି

Sunil Chandra Nayak

Leave a Comment

error: Content is protected !!