ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶର ଧାରା ଓଡିଶା ସାରା ଆସିକା ପୌରପାରିଷଦ ରେ ପାଳିତ ହେଲା

ବିକାଶର ଧାରା ଓଡିଶା ସାରା ଆସିକା ପୌରପାରିଷଦ ରେ ପାଳିତ ହେଲା

ଆସିକା,୨୬/୬/୨୬ (ଶିବ ଶଙ୍କର ମିଶ୍ର ) ଆସିକା ପୌର ପରିଷଦ ପକ୍ଷରୁ ତାଲୁକା କଲ୍ୟାଣ ମଣ୍ଡପ ଏବଂ ବାଣୀବିହାର କଲ୍ୟାଣ ମଣ୍ଡପ ଠାରେ ସରକାରଙ୍କ ୦୨ ବର୍ଷ ପୂର୍ତି ଅସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ବିଧାୟକ ସରୋଜ କୁମାର ପାଢ଼ୀ, ପୌରପରିଷଦର ଅଧକ୍ଷା ବି ନେତା ସ୍ୱାଇଁ, ଉପାଧକ୍ଷା ଜୟନ୍ତୀ ବିଷୋୟୀ, କନିଷ୍ଠ ଯନ୍ତ୍ରୀ ଇ. ରଶ୍ମି ରାଣୀ ନାହାକ, ଦୀପ୍ତି ରାଣୀ ସାହୁ, ଶୁଚିସ୍ମିତା ତ୍ରିପାଠୀ, ମାନସୀ ରାଣୀ ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ l ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତି ଅବସରରେ ରାଜ୍ୟରେ ଜନସାଧାର ଆୟୋଜିତ ହୋଇଛି ‘ ବିକାଶର ହୋଇଛି ‘ ବିକାଶର ଧାରା, ଓଡ଼ିଶା କାର୍ଯ୍ୟକ୍ରମ ସହରାଞ୍ଚଳରେ ଏହା ମାଧ୍ଯମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରୀ ମୀକ୍ଷା, ନୂତନ ପ୍ରକଳ୍ପର ଶୁଭାରମ୍ଭ ଏବଂ ସାଧାରଣଙ୍କ ସହ ସିଧାସଳଖ ଆଲୋଚନା ଆଭାସୀ ଦ୍ବାରା କରାଯାଇଛି। ନାଗରିକ ସହଭାଗିତା ଦ୍ବାରା ସହରବାସୀ ଙ୍କ ସୁଖ-ଦୁଃଖ ଓ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଓ୍ବାର୍ଡ ସ୍ତରରେ ସ୍ଵତନ୍ତ୍ର ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସହର ଭିଭୂମି ମଜବୁତ କରିବା ପାଇଁ ବିଭିନ୍ନ ଓ୍ବାର୍ଡ ତଥା ଜୋନରେ ପାନୀୟ ଜଳ, ଆଲୋକୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଆଦି ଉନ୍ନୟନମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ସହରାଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିନିଧୂ ଏବଂ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ସମୀକ୍ଷା ବୈଠକ କରୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅଜିତ ପଟନାୟକ, ଭେଙ୍କଟରମଣ ପାତ୍ର ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

Related posts

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

Sunil Chandra Nayak

ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

masiha

ଟଙ୍କା ଚୋରି ସନ୍ଦେହରେ ଭୁଲିଗଲା ସମ୍ପର୍କ

masiha

Leave a Comment

error: Content is protected !!