ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା: କଳାହାଣ୍ଡି ପୋଲିସ ଚୋରି ଘଟଣାର ପର୍ଦ୍ଦାଫାସ କରି ଏକ ବଡ଼ ସଫଳତା ହାସଲ କରିଛି। ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ମାମଲାର ତଦନ୍ତ କରି ପୋଲିସ ଏକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ₹୪,୪୨,୦୦୦ ଟଙ୍କା ନଗଦ ଏବଂ ପ୍ରାୟ ୭୮ ଗ୍ରାମ ତରଳାଇ ସୁନା ଜବତ କରିଛି।

କଳାହାଣ୍ଡି ପୋଲିସର ଏହି ସଫଳତା ଅପରାଧ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଯୁବତୀ ନିଖୋଜ ପରିବାର ଲୋକେ ଚିନ୍ତାରେ

ଅଜଣା ବ୍ୟକ୍ତି ଙ୍କ ବ୍ୟଗରୁ ୨ ଲକ୍ଷ ୬୮ ହଜାର ୭ ସହ ୭୪ ଟଙ୍କା ସହ 19 ଗୋଟି ବିଦେଶୀ ମୁଦ୍ରl ଜନତ 

Sunil Chandra Nayak

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

masiha

Leave a Comment

error: Content is protected !!