ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନ୍ୟାୟ ଦାବିରେ ସରପଞ୍ଚ ଚାମେଲୀ ଓଝାଙ୍କ ଆମରଣ ଅନଶନ: ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି

ନ୍ୟାୟ ଦାବିରେ ସରପଞ୍ଚ ଚାମେଲୀ ଓଝାଙ୍କ ଆମରଣ ଅନଶନ: ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି

ଭୁବନେଶ୍ବର,୧୪/୭;କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବିଧାନସଭା ଅନ୍ତର୍ଗତ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନ୍ୟାୟ ପାଇବା ନିମନ୍ତେ ଭୁବନେଶ୍ୱର ଲୋୱର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି। ଜଣେ ନିର୍ବାଚିତ ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆମରଣ ଅନଶନକୁ ଦୃଢ଼ ଭାବରେ ସମର୍ଥନ ଜଣାଇଛି ଆମ୍ ଆଦମୀ ପାର୍ଟି। ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଓ ଅନ୍ୟ ନେତୃବୃନ୍ଦ ଧାରଣା ସ୍ଥଳରେ ପହଞ୍ଚି ଚାମେଲୀ ଓଝାଙ୍କୁ ସମର୍ଥନ ଜଣାଇବା ସହ ତାଙ୍କର ସରକାରଙ୍କ ନିକଟରେ ଥିବା ଦାବୀ ଗୁଡ଼ିକ ପୂରଣ ନ ହେବାଯାଏ ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ଭାବରେ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛି।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ମାର୍କ୍ସବାଦ ଦର୍ଶନର ମୂଳତତ୍ତ୍ଵ ଶୋଷଣ ମୁକ୍ତ ସମାଜ

masiha

ବାଣପୁର ରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୭ ତମ ଜୟନ୍ତୀ ପାଳିତ

Sunil Chandra Nayak

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଏସ ଆଇ ଟି ତଦନ୍ତ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଇସ୍ତଫା ସମେତ ୧୩ ଦଫା ଦାବିରେ ମିଳିତ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ରାଉରକେଲା ରେଳଷ୍ଟେସନ ସମ୍ମୁଖରେ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!