ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା ଉପଲକ୍ଷେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ 

ରଥଯାତ୍ରା ଉପଲକ୍ଷେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ 

କନ୍ଧମାଳ , ତା, ୧୫/୦୭:(ମନିସ): ଓଡ଼ିଶା ଉତ୍ପାଦ ଶୁଳ୍କ ଆଇନ, ୨୦୦୮ର ଧାରା ୨୬(୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ରଥଯାତ୍ରା ପର୍ବରେ କନ୍ଧମାଳ ଜିଲ୍ଲାର ସମସ୍ତ ମଦ ଦୋକାନ ଗୁଡ଼ିକ ୧୫ ତାରିଖ ସନ୍ଧ୍ୟା ୪ ଟାରୁ ୧୬ ତାରିଖ ଦିନ ତମାମ ସାର୍ବଜନୀନ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବନ୍ଦ ରହିବ। ଏପରି ବନ୍ଦ ପାଇଁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଜଣାଇଛନ୍ତି l କନ୍ଧମାଳ ଜିଲ୍ଲାପାଳ ଙ୍କ ଏହିଭଳି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁ ଜିଲ୍ଲାର ବିଭିନ୍ନ ମହଲ ରୁ ସାଧୁବାଦ ଜଣାଯାଇଛି l 

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

ଆଉଟସୋର୍ସିଂ କର୍ମଚାରୀଙ୍କୁ ‘ ମୋ ସରକାର ‘ ରେ ସାମିଲ ନିଷ୍ପତିକୁ ସ୍ଵାଗତ ଜଣାଇବା ସହ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବି କଲା ଏଚଏମଏସ୍‌

Sunil Chandra Nayak

ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଶ୍ରୀଜଗନ୍ନାଥସଂସ୍କୃତି ପ୍ରଚାର ସଂସ୍ଥାନ 

Sunil Chandra Nayak

Leave a Comment

error: Content is protected !!