ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ସ୍ଵଛ ଭାରତ କାର୍ଯ୍ୟକ୍ରମ

ବିଧାୟକଙ୍କ ଦ୍ୱାରା ସ୍ଵଛ ଭାରତ କାର୍ଯ୍ୟକ୍ରମ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧ ସ୍ଥିତ ପାର୍କ ପରିଷରରେ ଆଜି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ବରେ ସ୍ୱଚ୍ଛତା ହିଁ ସେବା ନାମରେ ଏକ ସ୍ଵଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସହିତ ମିଶି ସ୍ଥାନୀୟ ଅଂଚଳବାସୀ ଏବଂ ଦଳର କର୍ମୀମାନେ ମିଶି ଅଞ୍ଚଳରେ ପଡିଥିବା ଅଳିଆ ଆବର୍ଜନା ଗୁଡିକୁ ସଫା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

masiha

ବିଦ୍ୟାଳୟରେ ଅନୁଷ୍ଠିତ ହେଲା ବିଜ୍ଞାନ ମେଳା 

Sunil Chandra Nayak

RKVS Organizes Health Camp and Walkathon in Collaboration with Indus Hospital

Sunil Chandra Nayak

Leave a Comment

error: Content is protected !!