ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ଭିତରୁ ରଣା ସାପ ଉଦ୍ଧାର

ଘର ଭିତରୁ ରଣା ସାପ ଉଦ୍ଧାର

ନୂଆପଡା,(ସୁଜିତ କୁମାର ପ୍ରଧାନ )ବର୍ତ୍ତମାନ ବର୍ଷା ଦିନ, ଲଗାଣ ବର୍ଷାରେ ଜମି ବାଡ଼ିରୁ ଅନେକ ବିଷଧର ସାପ ଘର ଭିତରକୁ ପଶି ଆସୁଛନ୍ତି l ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଳାପଡ଼ାର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ ବିଷଧର ରଣା ସାପ ଉଦ୍ଧାର କରିଛନ୍ତି କୋମନା ବନ ବିଭାଗର ତାଲିମ ପ୍ରାପ୍ତ ସାପ ଧରାଳି କମଳ ପାଣ୍ଡେ l ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, କବାଟ ଫାଙ୍କରେ କପଡା ଜାମ କରିବା ସହ ମଶାରୀ ଟାଙ୍ଗୀ ଶୁଅନ୍ତୁ l

Related posts

ମାନ୍ୟବର ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଓଡିଶାଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା 

masiha

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋର ସଫଳତା

କର ଫାଉଣ୍ଡେସନର ୩ୟ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!