ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଙ୍କୁଳ ସ୍ତରୀୟ ସଂସ୍କୃତି ମେଳା ମହା ସମାରୋହରେ ଅନୁଷ୍ଠିତ

 ସଙ୍କୁଳ ସ୍ତରୀୟ ସଂସ୍କୃତି ମେଳା ମହା ସମାରୋହରେ ଅନୁଷ୍ଠିତ

ଉତ୍କେଲା-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଉତ୍କେଲା ଠାରେ ସଙ୍କୁଳ ସ୍ତରୀୟ ସଂସ୍କୃତି ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଆନନ୍ଦ କୁମାର ବେହେରା (B.E.O କେସିଙ୍ଗା), ସମ୍ମାନୀତ ଅତିଥି ଭାବେ ଶ୍ରୀ ଯୁଧିଷ୍ଟିର ବୁଦ୍ଧିଆ ( ଅଧ୍ୟକ୍ଷ,ଉତ୍କେଲା ମହା ବିଦ୍ୟାଳୟ),ଶ୍ରୀ ପଞ୍ଚାନନ ମହାପାତ୍ର ପ୍ରଧାନାଚ।ର୍ଯ୍ୟ, ସଭାପତି ଶ୍ରୀ ଜୟହରି ପଟେଲ ମଞ୍ଚାସୀନ ହୋଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏବଂ ସମାରୋପ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଭିଶ୍ମାରଥି ସାହୁ(C.R.C.C.ଉତ୍କେଲା),ସମ୍ମାନୀତ ଅତିଥି ଭାବେ ଶ୍ରୀ ଜଗଦୀଶ ଚନ୍ଦ୍ର ପ୍ରଧାନ ( ଅଧ୍ୟାପକ, ଉତ୍କେଳା ମହାବିଦ୍ୟାଳୟ ) ସଙ୍କୁଳ ପ୍ରମୁଖ ଶ୍ରୀ କୁଶ ଚନ୍ଦ୍ର ସାହୁ, ଶ୍ରୀ ଅନିରୁଦ୍ଧ ସାହୁ ସମାଜସେବୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଯେଉଁ ଛତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆଗକୁ ଥିବା ସମ୍ଭାଗ ସ୍ତରୀୟ ସଂସ୍କୃତି ମେଳାରେ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମକୁ ଚୁନିଲ୍ ଗୁରୁଜୀ ସଞ୍ଚାଳନ କରିଥିବା ବେଳେ ରିତାଞ୍ଜଳୀ ଗୁରୂମା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଅର୍ଜ୍ଜୁନ ପୋଢ ଙ୍କ ରିପୋର୍ଟ୍ 

Related posts

କୋଣାର୍କ ଉତ୍ସବରେ ଓମ ପ୍ରକାଶ ଙ୍କ ଇନ୍ଦ୍ରଲାଟ ମନ୍ଦିର

Sunil Chandra Nayak

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର

masiha

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ି ର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ 

masiha

Leave a Comment

error: Content is protected !!