ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ଥାନାରେ ୮୦ ତମ ସ୍ବାଧୀନତା ଦିବସ ପାଳିତ

ବାଦାମ ପାହାଡ଼ ଥାନାରେ ୮୦ ତମ ସ୍ବାଧୀନତା ଦିବସ ପାଳିତ

ରାଇରଙ୍ଗପୁର – ୧୭/୦୮ ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବାଦାମ ପାହାଡ଼ ଥାନା ପରିସରରେ ୮୦ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ବାଦାମ ପାହାଡ଼ ଥାନାଧିକାରୀ କାମାକ୍ଷା କମଳେଶ୍ବର ହେମ୍ବ୍ରମ ପତକା ଉତ୍ତୋଳନ କରିଥିଲେ ।କାର୍ଯ୍ୟକ୍ରମରେ ଏଏସଆଇ ସଞ୍ଜୟ ସୁବୁଦ୍ଧି, ହାବିଲଦାର ସଞ୍ଜୟ ଗିରି , ଅନ୍ୟ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ସାଇନିଂ ରକର୍ସ ଏକାଡେମୀ ର ପୁରସ୍କାର ବିତରଣ ଉତ୍ସବ 

masiha

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

ରବିଧାନ ପଞ୍ଜିକରଣ ନେଇ ମେଗାଲିଫ୍ଟ ଅଞ୍ଚଳ ର ଚାଷୀ ଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

Leave a Comment

error: Content is protected !!