ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଖଣାପାଟ ପିଠିରେ ସେପ୍ଟେମ୍ବର ୨୨/୨୩/୨୪ ରେ ପ୍ରସିଦ୍ଧ ଯାନ୍ତାଳ ପର୍ବ ନେଇ ନୂତନ କମିଟି ଗଠିତ 

ପାଖଣାପାଟ ପିଠିରେ ସେପ୍ଟେମ୍ବର ୨୨/୨୩/୨୪ ରେ ପ୍ରସିଦ୍ଧ ଯାନ୍ତାଳ ପର୍ବ ନେଇ ନୂତନ କମିଟି ଗଠିତ 

ରାଇରଙ୍ଗପୁର – ୨୨/୦୮ ମୟୂରଭଂଜ ଜିଲ୍ଲାର ଜାମୁଦା ବ୍ଳକର କଇଁପୁର‌ଗ୍ରାମ ନିକଟ ପର୍ବତରେ ଶିଖରରେ ପ୍ରସିଦ୍ଧ ଯାନ୍ତାଳ ମେଳା ଆସନ୍ତା ସେପ୍ଟେମ୍ବର ୨୨/୨୩/୨୪ ତାରିଖ ଦିନ ଅନୁଷ୍ଠିତ ହେବ ।ଏଥିପାଇଁ ଚଳିତ ବର୍ଷ ପାଇଁ ସ୍ଥାନୀୟ ଶ୍ରମିକ ଯୁବକ ସଂଘ ଆନୁକୁଲ୍ୟରେ ଏହି ସାନ୍ତାଳୀ ମେଳା ପାଇଁ ସର୍ଵସମ୍ମତିକ୍ରମେ ଏକ ନୂତନ କମିଟି ଗଠନ କରାଯାଇଛି ।ଏଥିରେ ନୂତନ ସଭାପତି ଭାବେ ମନୋରଞ୍ଜନ ମଣ୍ଡଳ, ସଂପାଦକ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ଉପସଭାପତି ଦୁର୍ଗା ଟୁଡୁ ଏବଂ ସହ ସଂପାଦକ ଭାବେ ହରି ସୋରେନ କୁ ମନୋନିତ କରାଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ 

Related posts

୧- ଓଡିଶା ଡ୍ରାଇଭର ମହାସଙ୍ଘର ରାଲି ସହ ସଚେତନତା , ୨- ବିଜେଡିର କର୍ମୀ ସମ୍ମିଳନି 

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

masiha

Leave a Comment

error: Content is protected !!