ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ସରପଞ୍ଚଙ୍କ ସଂଘଠନ ଗଠନ ଓ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର:୧୮/୫- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଥିବା ୨୪ ଗୋଟି ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ମାନଙ୍କର ବୁଧବାର ଦିନ ଥୁଆମୂଳ ରାମପୁର ବ୍ଳକର ନିକଟରେ ଥିବା ହେଲୋ ପଏଣ୍ଟ ଠାରେ ଏକ ସଂଘ ଗଠନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଥୁଆମୂଳ ଗ୍ରାମ ପଞ୍ଚାୟତର ସରପଞ୍ଚ ବଲଭଦ୍ର ଯାନୀଙ୍କୁ ଦଳର ସଭାପତି ଭାବେ ଦାୟିତ୍ଵ ଦେଇଥିବା ବେଳେ ସିନ୍ଧିପଦର ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ମାଝୀ ଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସହ ସ‍ଂଂପାଦକ ଭାବେ ଗୋପିନାଥ ପୁର ଗ୍ରାମପଞ୍ଚାୟତ ସରପଞ୍ଚ ଧନସିଂ ମାଝୀ, କୋଷାଧ୍ୟକ୍ଷ ଭାବେ କାଣିଗୁମା ଗ୍ରାମପଞ୍ଚାୟତର ସରପଞ୍ଚ ଧ୍ରୁବକାନ୍ତ ମାଝୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ସରପଞ୍ଚ ମାନଙ୍କ ମଧ୍ୟରେ ନିଜନିଜ ଗ୍ରାମପଞ୍ଚାୟତର ପ୍ରତ୍ଯେକ କାର୍ଯ୍ଯକୁ ସ୍ବଛତାର ସହିତ ସମ୍ପାଦନା କରିବା ପାଇଁ ସଂଘଠନ ପକ୍ଷରୁ ପ୍ରକାଶ କରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପରଜଙ୍ଗରେ ନିଯୁକ୍ତି ମେଳା ଅନୁଷ୍ଠିତ 

Sunil Chandra Nayak

ଅନ୍ୟ ଏକ ଗୁରୁକୂଳ ଆଶ୍ରମର ଆଚାର୍ଯ୍ୟ ଲକ୍ଷ୍ମୀଧର ପ୍ରଧାନ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!