ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଘଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ନୂଆପଡା ଜିଲ୍ଲା ଘାଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥ ଠାରେ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି। ଦୁଇ ଜଣ ଆହତ ଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ମୃତ ବ୍ୟକ୍ତି ଜଣକ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଅଛି। ସେ ଗ୍ରେଡ ଏ ଲାଇନ ମେନ ,କୁରୁମପୁରୀ ଷ୍ଟକ୍ଚର ରୁ କାମ କରି ନୂଆପଡା ଫେରୁଥିବା ବେଳେ ଏଜି ଦୁର୍ଘଟଣା ରେ ତାଙ୍କ ମୃତ୍ୟୁ ହୋଇଅଛି। ଜୟନ୍ତ ନାୟକ ନାମକ ବ୍ୟକ୍ତି ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ ଐଶ୍ୱର୍ଯ୍ୟ

Sunil Chandra Nayak

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ

Leave a Comment

error: Content is protected !!