ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥ ୨୨୦ ନମ୍ବର ରେ ଗଡିଲା ମୁଣ୍ଡ! ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥ ୨୨୦ ନମ୍ବର ରେ ଗଡିଲା ମୁଣ୍ଡ! ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୧୦/୦୯ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ଭାଲୁବସା ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଗୋରୁମହିଷାଣୀ ଲୌହ ଖଣିର କାର୍ଯ୍ୟରତ ମେକାନିକାଲ ଅପରେଟର କାମ ସାରି ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡ଼ି ବାଇକ କୁ ଧକ୍କା ଦେଇ ଦୃତ ଗତିରେଖସି ପଳାଇଥିଲା ।ପରେ କିଛି ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଯୁବକକୁ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ ।ପୋଲିସ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସପିଟାଲକୁ ପଠାଇଥିଲେ ।ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣା ତଦନ୍ତକୁ ଜୋରଦାର କରିଛି ।ମୃତ ଯୁବକ ହେଲେ ।ଭାଲୁଵସା ଗ୍ରାମର ସେକ୍ ନୁସାରୁଦ୍ଦିନଙ୍କ ପୁଅ ସେକ୍ ଅବଜୁଲ ।

Related posts

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଜମିହୁଡ଼ାରୁ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

masiha

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

masiha

ବନ ବିଭାଗ ଦ୍ୱାରା ବାଘ ଛାଲ ସହ 16ସାମଗ୍ରୀ ଜବତ 

Sunil Chandra Nayak

Leave a Comment

error: Content is protected !!