ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ଥାନା ; ଜାତୀୟ ରାଜପଥ ୨୨୦ ନମ୍ବର ନିମିଡିହି ଛକରେ ବାଛୁରିକୁ ଧକ୍କା ଦେଇ ଅଜଣା ଯୁବକ ଗୁରୁତର

ଵହଳଦା ଥାନା ; ଜାତୀୟ ରାଜପଥ ୨୨୦ ନମ୍ବର ନିମିଡିହି ଛକରେ ବାଛୁରିକୁ ଧକ୍କା ଦେଇ ଅଜଣା ଯୁବକ ଗୁରୁତର

ରାଇରଙ୍ଗପୁର -୧୨/୦୯  ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ବହଳଦା- ଟାଟା ରୋଡ ନିମଡିହି ଛକରେ ଆଜି ରବିବାର ରାତି ୮ ଟା ପାଖାପାଖି ସମୟରେ ଦୃତ ଗତିରେ ଏକ ବାଇକ୍ ରାସ୍ତାରେ ଯାଉଥିବା ବାଛୁରିକୁ ଧକ୍କା ଦେଇ ରାସ୍ତାରେ ଛିଟିକି ପଡ଼ିଥିଲା ।ଯୁବକର ପରିଚୟ ମିଳି ନାହିଁ ‌ତାଙ୍କର ମୁଣ୍ଡ, କାନ ମାଡ଼ ହୋଇଛି ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ।ଅପରପକ୍ଷରେ ବାଛୁରିର ଗୋଡ ମଧ୍ୟ ଭାଙ୍ଗି ଯାଇଛି ।ଯୁବକର ପରିଚୟ ମିଳିନାହିଁ‌ଶହଳଦା ପୋଲିସ ଘଟଣାର ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଡମ୍ କର୍ଲା ଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

masiha

ଓଡିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିୟୋଗରେ ଶୋକ

Sunil Chandra Nayak

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ସଦରଙ୍ଗା, କୋଟପାଡ଼ ଠାରେ ମକ୍ ଡ୍ରିଲ 

masiha

Leave a Comment

error: Content is protected !!