ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖମାର ହଳଦୀ ମାଁ ହଳଦିଏନ ବୁଢ଼ୀ ମନ୍ଦିର ପ୍ରତିଷ୍ଠା

 ଗୋଳାମୁଣ୍ଡା /୨୦/୫/ମସିହା/ ଗୋଳାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମପଞ୍ଚାୟତ ଖୋଦ ଖମାରହଲଦୀ ଗ୍ରାମ ଠାରେ ମାଁ ହଲଦିଏନ ବୁଢ଼ୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ଆଜି ମହା ଆଡମ୍ବର ସହ ପାଳନ କରାଯାଉଛି ,ଏହା ତିନି ଦିନ ଧରି ନୀତି ନିୟମ ଅନୁଯାୟୀ ପାଳନ କରାଯିବ । ଉକ୍ତ ମନ୍ଦିର ପ୍ରତିଷ୍ଠା ଦିବସରେ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ମାନେ ଓ ଦୁରୁ ଦୁରାନ୍ତ ଆସିଥିବା ବହୁତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି,ମନ୍ଦିର ପ୍ରତିଷ୍ଠା ର ପୂଜକ ବିରେନ୍ଦ୍ର କୁମାର ମୁଣ୍ଡ ଓ ପୂଜାକର୍ତାଭାବେ ଦୁର୍ଯ୍ୟୋଧନ ମାଝୀ ସହଧାର୍ମିନ ପୁଷ୍ପଲତା ମାଝୀ ପ୍ରମୁଖ ଥିବା ବେଳେ,ବହୁ ସଂଖ୍ୟକ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଉକ୍ତ ପ୍ରତିଷ୍ଠା ଦିବସଟି ମହା ସମାରୋହରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି।ମାଁ ଙ୍କ ପ୍ରତ୍ୟକ୍ଷ ଭାବେ ଅନେକ ଲୋକଙ୍କ ମଙ୍ଗଳ କାମନା ପୂର୍ଣ୍ଣ ହେତୁ ଶ୍ରଦ୍ଧାଳୁ ଭକ୍ତ ଭିଡ଼ ପରିଲକ୍ଷିତ ହୋଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଶତାଧିକ ଜବ୍‌କାର୍ଡ ରଦ୍ଦ , ବିଡିଓଙ୍କ ଦ୍ୱାରସ୍ତ ହେଲେ ହିତାଧିକାରୀ

Sunil Chandra Nayak

ଲାଞ୍ଜିଗଡ଼ରେ ବିଜେଡି ସ୍ଥିତି ଟଳମଳ ,ବିଜେଡି ଗଡ଼ରେ ଧସେଇ ପଶୁଛି କଂଗ୍ରେସ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ଗଠିତ

Sunil Chandra Nayak

Leave a Comment

error: Content is protected !!