ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ ପାଣି  ପଂଚାୟତ କାର୍ଯ୍ୟାଳୟ ଉଦଘାଟନ

 ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଠାରେ ନିର୍ମାଣ ଶେଷ ପର୍ଯ୍ୟାୟ ହୋଇ ସାରିଥିବା ବେଳେ ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଂଚାୟତ ନୂତନ କାର୍ଯ୍ୟାଳୟ ଉଦଘାଟନ ସହ ପାଣି ପଂଚାୟତ କୁ ଦାୟିତ୍ଵ ହସ୍ତାନ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜ ଓ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରି ବିସ୍ଥାପିତ ଙ୍କ ବଳିଦାନରେ ଆଜି ମରୁଡି ଦାଦନ ପ୍ରବଣ ଦୁଇ ଗୋଟି ଜିଲ୍ଲା ନୂଆପଡା ର ଖଡିଆଳ ଓ ବୋଡେନ ଓ ବଲାଙ୍ଗିର ର ଟିଟିଲାଗଡ ସବଡିଭିଜନ ର ଜମିକୁ ଜଳ ସେଚିତ ହୋଇ ପାରିଛି । ବଳକା ଜଳ ମାଇକ୍ରୋପ୍ଲାନ ଦ୍ଵାରା ବଂଚିତ ଅଂଚଳକୁ ଜଳ ଯୋଗାଣ ପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରକଳ୍ପରେ ମୋଟ ୭୦ ଗୋଟି ପାଣି ପଂଚାୟତ ରହିଥିବା ବେଳେ ୩୧ ଗୋଟି ପାଣି ପଂଚାୟତ କୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥିବା ବେଳେ ୩୯ ଗୋଟି ପାଣି ପଂଚାୟତ କୁ ବିଭାଗ ଦ୍ବାରା ପରିଚାଳିତ କରାଯିବ । ସମଗ୍ର ପ୍ରକଳ୍ପରେ ବଲାଙ୍ଗିର ଜିଲ୍ଲାର ୧୬ ହଜାର ୪୦୦ ସହ ହେକ୍ଟର ଜମିକୁ ଜଳ ସେଚିତ ହୋବାକୁ ଥିବା ବେଲେ ନୂଆପଡା ଜିଲ୍ଲା ଖଡିଆଳ ଏବଂ ବୋଡେନ ରେ ୧୩ ହଜାର ୫୦୦ ସହ ହେକ୍ଟର ଜମି ଜଳ ସେଚିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ମାଣଧିନ ଯନ୍ତ୍ରୀ କାମେଶ୍ବର ଚୌଧୁରୀ, ପାଣି ପଂଚାୟତ ସଭାପତି ମଂଜେଶ ମେହେର, ସମ୍ପାଦକ ମିଲନ ଅହୀର , କୋଷାଧ୍ୟକ୍ଷ ମାନବିନ୍ଦ୍ର ସିଂ ବାରିକ ,ପାଣି ପଂଚାୟତ ଏସଏଚଜି କମିଟି ସଭାପତି ସୁଶାନ୍ତ କୁମାର ବିଶି, ସେଛାସେବୀ ସହଭାଗୀ ଅନୁଷ୍ଠାନର କୋ ଅର୍ଡିନେଟର ରଫିକ ମହମ୍ମଦ ମାଂଚାସୀନ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

masiha

ବାଲେଶ୍ବର – ସୁରେନ୍ଦ୍ର ନାଥ ସ୍ମୃତି କମିଟି ପକ୍ଷରୁ ବିଶ୍ବ ପରିବେଶ ଦିବସରେ ବୄକ୍ଷରୋପଣ 

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟାକାଣ୍ଡର ଅନ୍ଯତମ ଆସାମୀ ଲବ ବାରୀଙ୍କୁ ଆଜୀବନ କାରାଦଣ୍ଡ -ରାଇରଙ୍ଗପୁର କୋର୍ଟ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort