ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ସରସତୀ ବିଦ୍ୟାମନ୍ଦିର କୁ ବିଧାୟକ ଙ୍କ ପରିଦର୍ଶନ

ନୂଆପଡା ଜିଲ୍ଲା ଖଡିଆଳ ସହରରେ ଥିବା ବହୁ ଦିନରୁ ନିର୍ମିତ ହୋଇଥିବା ଗୃହ ବର୍ତମାନ ଅନେକ ଗୃହଭାଙ୍ଗି ବାକୁ ଥିବା ବେଳେ   ଏହାର ରକ୍ଷଣ ବେକ୍ଷଣ ପାଇଁ ସରସ୍ଵତୀ ବିଦ୍ୟାମନ୍ଦିର ପରିଚାଳନା କମିଟୀ ପକ୍ଷରୁ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କୁ ଅନୁରୋଧ କରାଯାଇଥିଲା । ପରିଚାଳନା କମିଟୀର ଅନୁରୋଧ କ୍ରମେ ବିଧାୟକ ଶ୍ରୀ ପାଣିଗ୍ରାହୀ, ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ଆସି ବିଦ୍ୟାଳୟର ବିଭିନ୍ନ ସମସ୍ୟା ବୁଲି ଦେଖୁଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ବିଦ୍ୟାମନ୍ଦିର ବୁଲି ଦେଖିଲା ପରେ ଏହାର ବିକାଶ ଦିଗରେ ବିଧାୟକ ପାଣ୍ଠିରୁ ସହଯୋଗ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ବିଧାୟକ ଙ୍କ ପରିଦର୍ଶନ ସମୟରେ ପରିଚାଳନା କମିଟୀର ସଭାପତି ଦିଲ୍ଲିପ ତ୍ରିବେଦୀ, ସମ୍ପାଦକ ବିନୋଦ ବିହାରୀ ପାଢୀ, ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଭୋକ୍ତାଙ୍କ ସମେତ ଅନେକ ଗୁରୁଜୀ ଗୁରୁମା ଓ ପପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଲୁହାକାନୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର ଗ୍ରାମ ସଭା ଓ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

ଖଡ଼ିଆଲ ହେଲଥକ୍ଲବ ସଦସ୍ୟ ଙ୍କ ଦ୍ବାରା ମାନସିକ ଗ୍ରସ୍ତ ଙ୍କ  ଶେଷ କୃତ୍ୟ

Leave a Comment

error: Content is protected !!