ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଖଡ଼ିଆଳ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ 

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନାରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ବିଧାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଓଡିଶା ସରକାର ୨୨ ବର୍ଷ ପରେ ୫-ଟି ସଚିବ ଗଠନ କରି ଶାସନ ମଧ୍ୟରେ ସ୍ବଚ୍ଛତା ଆଣିବାର ସରକାର ବିଧାନସଭା ରେ ଡିଡିମ୍ବ ପିଟୁଛନ୍ତି।କିନ୍ତୁ ଏହାର ଖୁଲା ଖୁଲି ଉଲଂଘନ ବୋଲି ବିଧାୟକ ଅଭିଯୋଗ ଆଣିଛନ୍ତି। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଥାନାକୁ ଯାଇଥିଲେ। ସେଠାରେ ଅଧିକାରୀ ମାଡ଼ ମାରିବା ସ୍ବୀକାର ମଧ୍ୟ କରିଥିଲେ ବୋଲି ବିଧାୟକ କହିଛନ୍ତି। ଏହି ଘଟଣାର ତଦନ୍ତ, ପଦକ୍ଷେପ ପାଇଁ ୫-ଟି ସଚିବ, ଗୃହ ବିଭାଗ, ଗୃହ ସଚିବ ଏବଂ ନବୀନ ସରକାରଙ୍କୁ ଟୁଇଟ କରିଥିବା ବେଳେ ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଧାନସଭାରେ ପ୍ରଶ୍ନ ଉଠିବ ବୋଲି ବିଧାୟକ କହିଛନ୍ତି।ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ଘଟଣାର ତଦନ୍ତ ଚାଲୁଥିବା ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ବିଧାୟକଙ୍କ ବିଭିନ୍ନ କାର୍ଜ୍ୟକ୍ରମ ରେ ଯୋଗଦାନ୍

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ” ପରକୀୟା ପ୍ରୀତି ” 

Sunil Chandra Nayak

ଜାମଦାରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!