ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘର ସଦସ୍ୟ ଆର୍କିଟେକ ବିଷ୍ଣୁ ସୁନା ଙ୍କ ଶ୍ରଦ୍ଧାଞ୍ଜଳି ସଭା 

ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘର ସଦସ୍ୟ ଆର୍କିଟେକ ବିଷ୍ଣୁ ସୁନା ଙ୍କ ଶ୍ରଦ୍ଧାଞ୍ଜଳି ସଭା 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ କଳାହାଣ୍ଡି ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଷ୍ଣୁ ସୁନାନୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ସଭାପତି ଲଳିତ ନିଆଲ ଙ୍କ ଅଧକ୍ଷତାରେ ବିଷ୍ଣୁ ସୁନଙ୍କ ସମ୍ବର୍ଦ୍ଧନା ସଭା ପୁଷ୍ପାମାଲ୍ୟ ଅର୍ପଣ କରି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସର୍ଦ୍ଧାରଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ନାୟକ ପରିଚାଳନା କରିଥିଲେ ବେଳେ କୋଷାଧ୍ୟକ୍ଷ ସହଦେବ ତାଣ୍ଡି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସର୍ଦ୍ଧାରଞ୍ଜଳି ଅର୍ପଣ କରିଥିଲେ। ଏହି ସଭାରେ ଜିଲ୍ଲା ର ଲେବର ଠିକାଦାର ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ରେ ନିଜ ନିଜ ମତବ୍ୟସ୍ତ ରଖିଥିଲେ। ବ୍ଲକ ସଭାପତି ଲଷ୍ମୀଧର ତାଣ୍ଡି ସହିତ ପରପୁରାମ ବଗର୍ତ୍ତୀ, ଗିରି ଦୁର୍ଗା ,ବେଳର ଜାନୀ, ତ୍ରିଲୋଚନ ସାହୁ, ମାଧବ ରାଉତ,ସଙ୍କର ପ୍ରଧାନ, ବଳରାମ ବେହେରା, ରାମା ରାଓ, ରାଜନ ସାହୁ, କୈଳାସ ବେମାଲ, ଅଶୋକ ଦାସ, ସଙ୍କର ଗଉଡ଼, ଗଜେନ୍ଦ୍ରନ ତାଣ୍ଡି, ଗୋବିନ୍ଦ ମାଝୀ,ଅନନ୍ୟ ଠିକାଦାର ସଦସ୍ୟ ଉପସ୍ଥିତ ରହି ସର୍ଦ୍ଧାରଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଉପଦେଷ୍ଟା ସାମ୍ବାଦିକ ହେମନ୍ତ କୁମାର ରାୟ ସଭା ପରିଚାଳନା କରିଥିବେଳେ ବେଣୁଧର ରଣା ସଭାକୁ ଧନନ୍ୟା ଅର୍ପଣ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ମାହାଲିଙ୍ଗ ଗ୍ରାମ ରେ ଯାଦବ ସମାଜ ର ୧୫ ତମ ଗୋଷ୍ଠାଷ୍ଟମୀ ପୂଜା ମହୋତ୍ସବ 

Sunil Chandra Nayak

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା

ଜୁହାର ପରିବାର ୟୁକେ ତରଫରୁ ଗରିବ ରୋଗୀ ମାନଙ୍କୁ ଆର୍ଥିକ ସହାୟତା

Sunil Chandra Nayak

Leave a Comment

error: Content is protected !!