ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା ! ଲଜ୍ଜା ଓ ଦୁଃଖଦ ଘଟଣା ! ନାବାଳିକା ଛାତ୍ରୀ ବଳାତ୍କାର ମାମଲାରେ ଯୁବକ ଗିରଫ

ତିରିଂ ଥାନା ! ଲଜ୍ଜା ଓ ଦୁଃଖଦ ଘଟଣା ! ନାବାଳିକା ଛାତ୍ରୀ ବଳାତ୍କାର ମାମଲାରେ ଯୁବକ ଗିରଫ

ରାଇରଙ୍ଗପୁର – ୧୦/୧୧ ରାଇରଙ୍ଗପୁର ପୋଲିସ ଜିଲ୍ଲା ଅଧିନସ୍ଥ ସିମାଧ୍ତ ତିରିଂ ଥାନା ଅଞ୍ଚଳରେ ଜଣେ ନାବାଳିକା ନବମ ଶ୍ରେଣୀ ଛାତ୍ରୀକୁ ପ୍ରଲୋଭୋନ ଓ ଫୁସୁଲାଇ ଜନୈକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ଯ ତିରିଂ ଥାନା ଅଞ୍ଚଳର କାମାକ୍ତ ଯୁବକ ମୋଚିରାମ ମୁର୍ମୁ(୩୧) ନିଜର କାମନା ପୁରଣ ପାଇଁ ନିରିହ ସରଳ ଯୁବତୀ ମାନଙ୍କୁ ଫୁସୁଲାଇ ଦେହର ବାସ୍ନା ମେଣ୍ଟାଉଥିବଖ ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳୁଛି ।ଜନୈକ ନବମ ଶ୍ରେଣୀ ନାବାଳିକା ଛାତ୍ରିକୁ ଫୁସୁଲାଇ ଦୁଷ୍କର୍ମ କରିଥିବା ପିଡିତାଙ୍କ ପରିବାର ପକ୍ଷରୁ ଶନିବାର ଦିନ ତିରିଂ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ତିରିଂ ଥାନାଧିକାରୀ ରାମହରି ସେଠୀ କେଶ ମାମଲା ୧୮୦/୨୬ ରୁଜୁ କରିବା ସହ କାମାନ୍ଧ ଯୁବକ ମୋଚିରାମ ମୁର୍ମୁ କୁ ଗିରଫ କରି ପୋସ୍କୋ କୋର୍ଟ ଚାଲାଣ କରିବା ସହ ନାବାଳିକାର ଡାକ୍ତରୀ ମାଇନା,୧୬୪ ଧାରା ନାବାଳିକାର ବୟାନ ରେକର୍ଡ କରି ଘଟଣାର ତଦନ୍ତକୁ ଜୋରଦାର କରିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ବଡ଼ ସରପୋଲୀ ଅସ୍ଥାୟୀ ପଞ୍ଚାୟତରୁ ଚୋରି 

masiha

ପ୍ରେମିକାର ପ୍ରତାରଣା ସହିପାରିଲେନି ଯୁବକ , ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ କଲେ ଆତ୍ମହତ୍ୟା

Sunil Chandra Nayak

ବାଲିଘାଟ ରେ ଚଢାଉ ୩ ଟ୍ରକ ଜବତ 

masiha

Leave a Comment

error: Content is protected !!