କଳାହାଣ୍ଡି ଜିଲ୍ଲା ସ୍ତରୀୟ ବୈରାଗୀ ବୈଷ୍ଟବ ସମାଜ ମହାସଭା ଅନୁଷ୍ଠିତ
ଗୋଲାମୁଣ୍ଡା ତା14/11କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ର ଚପୁରିଆ ଠାରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ବୈରାଗୀ ବୈଷ୍ଟବ ସମାଜ ର ମହାସଭା ଚପୁରିଆ ଗ୍ରାମ ସ୍ଥିତ ଜଳେଶ୍ଵର ଶିବ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବୈରାଗୀ ବୈଷ୍ଟବ ସମାଜର ଜିଲ୍ଲାର ଜିଲ୍ଲା ସଭାପତି ଅଶୋକ କୁମାର ଦାସ ଯୋଗ ଦେଇଥିବା ସମୟରେ ସମ୍ମାନିତ ଅତିଥି ଭାବରେ ଜୟପାଟଣା ବ୍ଲକ ସଭାପତି। ଉଦ୍ଧାବ ଦାସ,କଲମପୁର ବ୍ଲକ ସଭାପତି ନୃସିହ ଦାସ, ଲାଞ୍ଜିଗଡ ବ୍ଲକ ସଭାପତି ସୁରେଶ ଚନ୍ଦ୍ର ଦାସ, ଏକାଦଶ ପଲ୍ଲୀ ର ସଭାପତି ଜଗବନ୍ଧୁ ଦାସ , ଲଡୁଗାଁ ର ରୁଦ୍ରପ୍ରସାଦ ଦାସ,ସହ ଅନ୍ୟ ବ୍ଲକ୍ ସଭାପତି ମାନେ ମଞ୍ଚାସିନ ଥିଲେ ସାଧାରଣ ଭାବରେ ସମାଜରେ ରହୁଥିବା ବାହା,ବ୍ରତ, ସାମାଜିକ ରୀତିନୀତି କୁ ସମସ୍ତେ ମାନିବେ ସାମାଜିକ କ୍ଷେତ୍ରରେ ଆର୍ଥିକ,ଶିକ୍ଷା,କ୍ଷେତ୍ରରେ ସମାଜର ମଙ୍ଗଳ ହେଇ ପାରିବ ସମସ୍ତେ ସଚେତନ ହେବେ କୁ ସଂସ୍କାର କାମ ଦୂର କରିବା କିପରି ଭାବରେ ସମସ୍ତେ ଏକଜୁଟ ହୋଇ ସମାଜ ଆଗକୁ ବଢିବ ସମସ୍ତ ଉପରେ ଆଲୋକ ପାତ୍ କରାଯାଇ ଥିଲା ଉକ୍ତ କାର୍ଯ୍ୟକ୍ରମ କୁ ଚପୁରିଆ ବୈଷ୍ଟବ ବୈରାଗୀ ସମାଜ ସମସ୍ତ କର୍ମ କର୍ତ୍ତା ସହ ଯୋଗ କରିଥିଲେ ଗୋଲାମୁଣ୍ଡା ବ୍ଲକ ସଭାପତି ଶ୍ରୀନିବାସ ଦାସ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।
ଦାମୋଦର ଦାସ ଙ୍କ ରିପୋର୍ଟ୍

