ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାକୋଟ ହାଇସ୍କୁଲରେ କଙ୍କାଳ ଠାବ

ନୂଆପଡା: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କର୍ଲାକୋଟ ସମଲେଶ୍ଵରୀ ହାଇସ୍କୁଲର ଛାତ୍ରୀ ନିବାସରେ ଗତ କାଲି ଏକ କଙ୍କାଳ ଠାବ ହୋଇଛି । ଗ୍ରାମର କିଛି ଛାତ୍ର ଖେଳୁ ଥିବାବେଳେ ସମୟରେ ଉକ୍ତ କଙ୍କାଳକୁ ଦେଖିଥିଲେ । ଏନେଇ ଗ୍ରାମବାସୀ ବୋଡ଼େନ ଥାନାକୁ ଖବର ଦେଇଥିଲେ। ଖବର ପାଇ ଖଡ଼ିଆଳ ଏସଡ଼ିପିଓ ସନ୍ତକ ଜେନା ବୋଡ଼େନ ଥାନା ଆଇଆଇସି ସୁଦର୍ଶନ ନାଏକ ପହଁଚି ତଦନ୍ତ କରିଥିଲେ । ତଦନ୍ତ କଲାପରେ ଜଣାପଡିଲା କି ତାହା ଗୋଟିଏ ଜଙ୍ଗଲୀ ଜୀବର କଙ୍କାଳ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି କି ଗୋଟିଏ ଜଙ୍ଗଲୀ ଜୀବ କେମିତି ଛାତ୍ରୀ ନିବାସକୁ ପଶିଆସିଲା ଓ ମରିଗଲା ତାହା କେମିତି ସ୍କୁଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ! ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବହଳଦା: କଣ ଗ୍ରାମରେ ଖନ୍ଦାମଡା ଉତ୍ସବ ଉଦଯାପିତ

Sunil Chandra Nayak

ରିମଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ – ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିବ ଚାକିରୀ

Sunil Chandra Nayak

ଯୁବ ସରପଞ୍ଚ ଙ୍କ ନିଆରା ଉଦ୍ୟମ

Leave a Comment

error: Content is protected !!