ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାକୋଟ ହାଇସ୍କୁଲରେ କଙ୍କାଳ ଠାବ

ନୂଆପଡା: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କର୍ଲାକୋଟ ସମଲେଶ୍ଵରୀ ହାଇସ୍କୁଲର ଛାତ୍ରୀ ନିବାସରେ ଗତ କାଲି ଏକ କଙ୍କାଳ ଠାବ ହୋଇଛି । ଗ୍ରାମର କିଛି ଛାତ୍ର ଖେଳୁ ଥିବାବେଳେ ସମୟରେ ଉକ୍ତ କଙ୍କାଳକୁ ଦେଖିଥିଲେ । ଏନେଇ ଗ୍ରାମବାସୀ ବୋଡ଼େନ ଥାନାକୁ ଖବର ଦେଇଥିଲେ। ଖବର ପାଇ ଖଡ଼ିଆଳ ଏସଡ଼ିପିଓ ସନ୍ତକ ଜେନା ବୋଡ଼େନ ଥାନା ଆଇଆଇସି ସୁଦର୍ଶନ ନାଏକ ପହଁଚି ତଦନ୍ତ କରିଥିଲେ । ତଦନ୍ତ କଲାପରେ ଜଣାପଡିଲା କି ତାହା ଗୋଟିଏ ଜଙ୍ଗଲୀ ଜୀବର କଙ୍କାଳ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି କି ଗୋଟିଏ ଜଙ୍ଗଲୀ ଜୀବ କେମିତି ଛାତ୍ରୀ ନିବାସକୁ ପଶିଆସିଲା ଓ ମରିଗଲା ତାହା କେମିତି ସ୍କୁଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ! ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

Sunil Chandra Nayak

ପାଞ୍ଚ ମାସ ହେଲା ବୃନ୍ଦାବତୀ ପାଈ ନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା

Sunil Chandra Nayak

ଶଳାର ମାଡରେ ଜ୍ୱାଇଁ ମୃତ

Sunil Chandra Nayak

Leave a Comment

error: Content is protected !!