ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରିଆରରୋଡ଼ ସହର ରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ

 ନୂଆପଡା ଜିଲ୍ଲା ଓଡିଶା ସୀମାନ୍ତ ସହର ଖରିଆର ରୋଡ଼ ଏନଏସି ଏକ ଭଡା ଘରରେ ଅପମିଶ୍ରିତ ବିଦେଶୀ ମଦ କାରବାର ଚାଲୁଥିବା ବିଶେଷସୂତ୍ରରୁ ଖବର ପାଇଥିଲେ। ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହି ଖବର ପାଇ ଏମ୍ବ୍ରିତ ସିଂ ର ଭଡା ଘରକୁ ଚଢ଼ାଉ କରିଥିଲେ ଘଟଣା ସ୍ଥଲରୁ ବ୍ୟାପକ ମାତ୍ରରେ ଅପମିଶ୍ରିତ ମଦ ତିଆରି ସାମଗ୍ରୀ ମିଳିଅଛି। ସେହିଁଭଡା ଘରୁ ୨୧୦ ଗୋଟି କର୍ଭ,୧୦ ଲିଟର ଅପମିଶ୍ରିତ ମଦ,୨.୦୮୮୦ ଆଇଏଫଏନଏଲ ଏବଂ ଫନେଲ ଏବଂ ଅପମିଶ୍ରିତ ମଦ ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ କରିଥିବା ଅବକାରୀ ଅଧିକାରୀ ହାରାବତୀ ଥାର୍ଟ ପ୍ରକାଶ କରିଛନ୍ତି। ମଙ୍ଗଜ ଛାତ୍ରୀଆ ଉପସ୍ଥିତ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

ସାହିତ୍ୟ ଅଗଣା

Sunil Chandra Nayak

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!