ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପ୍ ରେ କଳାହାଣ୍ଡିଆ ପୁଅ

ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ରେ ମଙ୍ଗଳବାର ଦିନ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି-୪ ଓଡ଼ିଶାର କିଟ୍ ଛାତ୍ର ଲାଲୁ ପ୍ରସାଦ ଭୋଇ ପୁରୁଷ ଲଙ୍ଗଜମ୍ପରେ ୭.୫୮ ମିଟର ଡେଇଁ ତୃତୀୟ ସ୍ଥାନରେ ରହିବା ସହ କାଂସ୍ୟ ପଦକ ହାସଲ କରିଛନ୍ତି। ଲାଲୁଙ୍କ ଘର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ରେ ହୋଇଥିବା ବେଳେ ସେ ଏବେ କିଟ୍ ରେ ଯୁକ୍ତ୩ ବାଣିଜ୍ୟ ର ପ୍ରଥମ ବର୍ଷର ଛାତ୍ର।ଏଥିସହ ସେ ଅଗଷ୍ଟ ୧ରୁ ୭ ତାରିଖ ମଧ୍ୟରେ କଲମ୍ବିଆ ରେ ଆୟୋଜନ ହେବାକୁ ଥିବା ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।କଳାହାଣ୍ଡି ଜିଲ୍ଲାର ଲାଲୁ ପ୍ରଥମ ଓଡ଼ିଆ ଭାବେ ଏହି ମେଗା ଇଭେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଜି ର ସଂକ୍ଷିପ୍ତ ସମାଚାର

Sunil Chandra Nayak

ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଶ୍ୟାମସୁନ୍ଦର ଯୁବକ ସଂଘ ଆନୁକୂଲ୍ୟରେ ହୋଭାଷା ଲିପି ‘ଓ୍ବାରାଂଚିତି’ ସ୍ରଷ୍ଟା ଗୁରୁ ଲାକୋ ଵଦରାଙ୍କ ୧୦୩ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!