ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଟୁଶ୍ୟାମ ସମାରୋହ ଉଦଯାପିତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ମାରୱାଡ଼ି ଯୁବା ମଞ୍ଚ ପକ୍ଷ ରୁ ଖଟୁଶ୍ୟାମ ସମାରୋହ ମହା ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି। ହନୁମାନ ମନ୍ଦିର ଏକ ସୁସଜ୍ଜିତ ରଥ ରେ ଖଟୁଶ୍ୟାମ ଜି ଙ୍କ ପ୍ରତିମୂର୍ତ୍ତି ଙ୍କୁ ରଖି ଶତାଧିକ ମହିଳା ଏବଂ ଯୁବକ ଏକ ବିରାଟ ଶୋଭା ଯାତ୍ରା ରେ ସମଲେଶ୍ଵରୀ ଇଞ୍ଜିନିୟରିଂ ୱରକସପ ପାଖ ନିର୍ମିତ ପୂଜା ମଣ୍ଡପ ରେ ପହଞ୍ଚିଥିଲେ। ସେଠାରେ ଖଟୁ ଶ୍ୟାମ ଜି ଙ୍କ ପୂଜା ଅର୍ଚ୍ଚନା ଓ ହୱନ କାର୍ଯକ୍ରମ କର।ଯାଇ ଥିଲା। ଏହା ପରେ ଏକ ଭଜନ ସମାରୋହ ମଧ୍ୟ ଆୟୋଜନ କରା ଯାଇ ଥିଲା। ଏପରି ଏକ ଆଧୟାତ୍ମିକ କାର୍ଯକ୍ରମ କୁ ଅଞ୍ଚଳ ବସି ପ୍ରଶଂସା କରିଛନ୍ତି। ଜୟପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ ।

Related posts

ଟେମରି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ

Sunil Chandra Nayak

ବିଶ୍ୱନାଥପୁରରେ ମନ ମୋହିବ ମୂର୍ତ୍ତି, ମେଢ ଓ ମଣ୍ଡପ , ରାମଚନ୍ଦ୍ରପୁରରେ ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!