ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଟୁଶ୍ୟାମ ସମାରୋହ ଉଦଯାପିତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ମାରୱାଡ଼ି ଯୁବା ମଞ୍ଚ ପକ୍ଷ ରୁ ଖଟୁଶ୍ୟାମ ସମାରୋହ ମହା ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି। ହନୁମାନ ମନ୍ଦିର ଏକ ସୁସଜ୍ଜିତ ରଥ ରେ ଖଟୁଶ୍ୟାମ ଜି ଙ୍କ ପ୍ରତିମୂର୍ତ୍ତି ଙ୍କୁ ରଖି ଶତାଧିକ ମହିଳା ଏବଂ ଯୁବକ ଏକ ବିରାଟ ଶୋଭା ଯାତ୍ରା ରେ ସମଲେଶ୍ଵରୀ ଇଞ୍ଜିନିୟରିଂ ୱରକସପ ପାଖ ନିର୍ମିତ ପୂଜା ମଣ୍ଡପ ରେ ପହଞ୍ଚିଥିଲେ। ସେଠାରେ ଖଟୁ ଶ୍ୟାମ ଜି ଙ୍କ ପୂଜା ଅର୍ଚ୍ଚନା ଓ ହୱନ କାର୍ଯକ୍ରମ କର।ଯାଇ ଥିଲା। ଏହା ପରେ ଏକ ଭଜନ ସମାରୋହ ମଧ୍ୟ ଆୟୋଜନ କରା ଯାଇ ଥିଲା। ଏପରି ଏକ ଆଧୟାତ୍ମିକ କାର୍ଯକ୍ରମ କୁ ଅଞ୍ଚଳ ବସି ପ୍ରଶଂସା କରିଛନ୍ତି। ଜୟପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ ।

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ମାଁ ଠାକୁରାଣି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ: ଝାରମୁଣ୍ଡା ଦଳ ବିଜେତା–ଭାଟିକୋଟ୍ ଦଳ ଉପ-ବିଜେତା

Sunil Chandra Nayak

ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ

Leave a Comment

error: Content is protected !!