ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ଧାରେ ହସ

ଧାରେ ହସ

ସଫଳା ଦାସ 

କଟକ 

 

କାହିଁକି ତୋଳି ଦିଅ ଧାରେ ହସ

ଯେଉଁଠି ଯାତନା ଘର କରି ବସିଛି 

 ଅଭିଶାପ ର ବେଢି ପକାଇ।।

 

କିଛି କହି ଦିଏ କିଛି ଦେଇ ଦିଏ 

 ତୁମେ ଦେଉଥିବା ଧାରେ ହସରେ

ବିଶ୍ଵାସ ନିଜ ଉପରେ ହରାଇ 

ବାନ୍ଧି ଦିଏ ସଂଯୋଗର ସେତୁ ।।

 

ବନ୍ଦୀ କରି ରଖିଥାଏ ହୃଦୟରେ 

 ତୁମକୁ

 ଧାରେ ହସରେ ଖୁବ୍ ମନେ ପଡ

  ମୁକୁଳି ବାର ପଥ ରୁଦ୍ଧ 

ଡେଇଁ ବାର ସାହସ ନଥାଏ 

 ଲକ୍ଷ୍ମଣରେଖା କୁ

 ନା ତୁମର ନା ମୋର

 ବାସ୍ ସବୁ କିଛି ଦେଇ ଦିଏ 

ଧାରେ ହସ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏତ କଳିଯୁଗ ବାଣୀ

Sunil Chandra Nayak

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ 

Sunil Chandra Nayak

ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ପୁଷ୍ପାଞ୍ଜଳି ନନ୍ଦ ଙ୍କ ଦାୟିତ୍ଵ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!