ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ସାଂସଦ ଙ୍କୁ ସାକ୍ଷତ

ଆଜି ମଙ୍ଗଳବାର ଦିନ ରାଜ୍ଯ ଏକ୍ସକେଡର ଶିକ୍ଷକ ମହାସଂଘ ସଭାପତି ଅଲେଖ ସାହୁଙ୍କ ନେତୃତ୍ବ ରେ ମାନ୍ୟବର ସାଂସଦ କଳାହାଣ୍ଡି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଙ୍କୁ ସାକ୍ଷାତ କରି ଓଡିଶା ସରକାର କେନ୍ଦ୍ର ଶିକ୍ଷାବିଭାଗକୁ ଓଟିଇଟି ଏକ୍ସଟେନସନ ଟାଇମଲାଇନ 2019 ପରିବର୍ତ୍ତେ 2023 କରିବାକୁ ଦେଇଥିବାର ଚିଠି ଶିଘ୍ର କରେଇବା ପାଇଁ ଅନୁରୋଧ କରିଛନ୍ତି।ମାନ୍ୟବର ସାଂସଦ ଦିଲ୍ଲୀ ଗଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସଚିବ ଙ୍କୁ ସାକ୍ଷାତ କରି ବିହିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି। ଓଟିଇଟି ଏକ୍ସଟେନସନ ହେଲେ ଛ ହଜାର ଗଣଶିକ୍ଷକ/ଶିକ୍ଷାସହାୟକ ନିୟମିତ ହେବା ସହିତ ଅଠର ହଜାର ଏକ୍ସକେଡର ଶିକ୍ଷକ ଇନକ୍ରିମେଣ୍ଟ ପାଇବେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭାପୁର ପଞ୍ଚାୟତର ଡ୍ରାଇଭର୍ ମହାସଂଘ ର ମହାନତା

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ

ପ୍ରକାଶ ଚନ୍ଦ୍ର ରାଉତ ଙ୍କ କବିତା ଦେହଜିବୀ

Sunil Chandra Nayak

Leave a Comment

error: Content is protected !!