ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ସାଂସଦ ଙ୍କୁ ସାକ୍ଷତ

ଆଜି ମଙ୍ଗଳବାର ଦିନ ରାଜ୍ଯ ଏକ୍ସକେଡର ଶିକ୍ଷକ ମହାସଂଘ ସଭାପତି ଅଲେଖ ସାହୁଙ୍କ ନେତୃତ୍ବ ରେ ମାନ୍ୟବର ସାଂସଦ କଳାହାଣ୍ଡି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଙ୍କୁ ସାକ୍ଷାତ କରି ଓଡିଶା ସରକାର କେନ୍ଦ୍ର ଶିକ୍ଷାବିଭାଗକୁ ଓଟିଇଟି ଏକ୍ସଟେନସନ ଟାଇମଲାଇନ 2019 ପରିବର୍ତ୍ତେ 2023 କରିବାକୁ ଦେଇଥିବାର ଚିଠି ଶିଘ୍ର କରେଇବା ପାଇଁ ଅନୁରୋଧ କରିଛନ୍ତି।ମାନ୍ୟବର ସାଂସଦ ଦିଲ୍ଲୀ ଗଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସଚିବ ଙ୍କୁ ସାକ୍ଷାତ କରି ବିହିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି। ଓଟିଇଟି ଏକ୍ସଟେନସନ ହେଲେ ଛ ହଜାର ଗଣଶିକ୍ଷକ/ଶିକ୍ଷାସହାୟକ ନିୟମିତ ହେବା ସହିତ ଅଠର ହଜାର ଏକ୍ସକେଡର ଶିକ୍ଷକ ଇନକ୍ରିମେଣ୍ଟ ପାଇବେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ

Sunil Chandra Nayak

ମୋଟଙ୍ଗା ନୋଡାଲ ସ୍କୁଲ୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

Sunil Chandra Nayak

ଶ୍ରୀଧର ସମର୍ଲିଆ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ

Sunil Chandra Nayak

Leave a Comment

error: Content is protected !!