ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ଆତ୍ମ ନିର୍ଭର କୃଷକ ଅଭିଯାନ କାର୍ଯକ୍ରମ

ଆନନ୍ଦପୁର -:  ଭାରତ ସରକାରଙ୍କ ସ୍ଵାଧୀନତା ର ଅମୃତ ମହୋତ୍ସବ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଆନନ୍ଦପୁର ଆନୁକୂଲ୍ୟରେ ଆଜି ୭/୬/୨୨ ରିଖ ସନ୍ଧ୍ୟା ୬ଟା ସମୟରେ ଆତ୍ମ ନିର୍ଭର କୃଷକ ଅଭିଯାନ କାର୍ଯକ୍ରମ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୃଷକ ଆତ୍ମ ନିର୍ଭର ଶୀଳତା, ରାସାୟନିକ କୃଷି ବଦଳରେ ଜୈବିକ କୃଷି ଓ ଆଧ୍ୟାତ୍ମିକ ଜୀବନ ବଞ୍ଚିବା ର କଳ ବିଷୟରେ ବ୍ରହ୍ମା କୁମାରୀ ଜୟନ୍ତୀ, ପ୍ରତିଭା ଓ ସରୋଜିନୀ ଏବଂ ବହୁ କୃଷକ ଓ ଗ୍ରାମବାସୀ କାର୍ଯ୍ୟ କ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଯଶୋବନ୍ତ ଭାଇ,ରାମଭାଇ, ପିତବାସ ଭାଇ ଓ ଶୁସିଲ ଭାଇ ପରିଚାଳନା କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

 

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା – କବିତା ଗୋ ତୁମେ ପ୍ରାଣ ପ୍ରିୟା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମାଟିର ମଣିଷ 

Sunil Chandra Nayak

ବଞ୍ଚି ରହିଛି ଚାଷୀର ସ୍ମୃତି ଅସ୍ମିତା 

Sunil Chandra Nayak

Leave a Comment

error: Content is protected !!