ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକରେ ପିଟି ହୋଇ ଜଣେ ମୃତ୍ୟୁ,ଦୁଇ ଆହତ

ଉତ୍କେଲା,୦୯/୦୬,(  ମ ନି ସ  )କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତ ର ଘନ ମାଝି(୨୫) ଗାଇଗାଁ ନିକଟରେ ଆଜି ରାତ୍ର ୭ ଘଣ୍ଟା ସମୟରେ ବାଇକ ରେ ତିନିଜଣ ଯାଉଥିବା ବେଳେ ଏକ ଛିଡାହୋଈ ରହିଥିବା ଟ୍ରକ ରେ ପିଟି ହୋଇ ମୃତ୍ୟୁ ଘଟିଛି ।  ମିଳିଥିବା ସୂଚନା ମୁତାବକ   ସାଙ୍ଗରେ ଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ଜଣା ପଡିନାହିଁ।ଖବର ପାଇ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଘଟଣା ସ୍ଥଳରେ ପହଞ୍ଚି ଗାଡିଟି ଜବତ କରି ଶବଟିକୁ କେସିଙ୍ଗା ଡାକ୍ତରଖାନା କୁ ଅଣାଯାଇ ଥିବା ଜଣାପଡିଛି

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

Sunil Chandra Nayak

ମୋ ବାପା ତଣ୍ଟି ଚିପି ମୋ ମା କୁ ମାରିଲେ

Sunil Chandra Nayak

Leave a Comment

error: Content is protected !!