ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଜହ୍ନରାତି

  ଜହ୍ନରାତି

   

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 

ଜହ୍ନରାତି ର କବିତା…
 ଦେହ ଭର୍ତ୍ତି…ମନ ଭର୍ତ୍ତି…॥

 

୩୩) ମଲ୍ଲୀ ବଣ ପରି ଜୀବନ

       କୋଟିଏ ସୂର୍ଯ୍ୟ ର ଆଭା

      ତୁମେ ଖରା ତାତି ପରିକା

     ଦେଖିବା ଲୋକ ବାଉଳା !

 

୩୪) ଚିତ୍ରିତ ରଙ୍ଗ ର ଭାବନା ର ପକ୍ଷୀ  

               ହେଇ ଯାଏ ମନ

      ପ୍ରୀତି ଭରା ଆଖି ନେଇ ଖୋଜୁ ଥାଏ

                   ଆଉ ଗୋଟେ ମନ !

          କୋଲନରା,ରାୟଗଡ଼ା ଜିଲ୍ଲା

Related posts

ଆଇନ ଜାଣିଲେ ହିଁ ଆମେ ଘରୋଇ ହିଂସା ରୁ ନିଜକୁ ସୁରକ୍ଷିତ ରଖିପାରିବା

Sunil Chandra Nayak

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଟାଟା ଇଲେକଟ୍ରୋନିକସ୍ ପ୍ରାଲିଃ ତରଫରୁ ଏକ ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ , ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରୀ ପୂଜା ରାଣୀ ନାୟକ, ବଖାଣପୁର ,ଯାଜପୁର       ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!