ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଜହ୍ନରାତି

  ଜହ୍ନରାତି

   

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 

ଜହ୍ନରାତି ର କବିତା…
 ଦେହ ଭର୍ତ୍ତି…ମନ ଭର୍ତ୍ତି…॥

 

୩୩) ମଲ୍ଲୀ ବଣ ପରି ଜୀବନ

       କୋଟିଏ ସୂର୍ଯ୍ୟ ର ଆଭା

      ତୁମେ ଖରା ତାତି ପରିକା

     ଦେଖିବା ଲୋକ ବାଉଳା !

 

୩୪) ଚିତ୍ରିତ ରଙ୍ଗ ର ଭାବନା ର ପକ୍ଷୀ  

               ହେଇ ଯାଏ ମନ

      ପ୍ରୀତି ଭରା ଆଖି ନେଇ ଖୋଜୁ ଥାଏ

                   ଆଉ ଗୋଟେ ମନ !

          କୋଲନରା,ରାୟଗଡ଼ା ଜିଲ୍ଲା

Related posts

ପେନସନଭୋଗୀଙ୍କ ବାର୍ଷିକ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ  ଉଦ୍ଘାଟନ ଉତ୍ସବ 

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଦୁର୍ଗତୀ ନାଶିନୀ 

Sunil Chandra Nayak

Leave a Comment

error: Content is protected !!