ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୌତମ କଚିମ ଙ୍କ କବିତା ଲେମ୍ବୁଦର: କରି ଦିଏ ଥର ହର

ଲେମ୍ବୁଦର: କରି ଦିଏ ଥର ହର

ଗୌତମ କଚିମ

 

ବର୍ଷା ମାସ ଗଲା ଶୀତ ମାସ ଗଲା,

ଖରା ମାସ ହେଲା ହାଜର,

ମନ ଖୋଜେ ସତେ ବାସି ପଖାଳ କୁ,

ଲେମ୍ବୁ ରସ ମିଶା ଆହାର,

ହେଲେ ବଢ଼ି ଯାଇଛି ଯେ ଲେମ୍ବୁ ଦର,

କିଣି କି ଖାଇବା ବେଶି ଦୂର କଥା,

ଶୁଣି କି ହୋଇଯିବ ଥର ହର।

ତିନିଶ ଟଙ୍କା କୁ ଲେମ୍ବୁ କେଜି ଏ,

ଭାବି ଦେଖ ଭାଇ ନେବ କି କିଏ,

ପଚାରିବ ଯଦି ଗୋଟିକ ଦର,

ବେପାରୀ ତାହାର ଦିଏ ଉତ୍ତର,

ହଳେ କୁ କୋଡ଼ିଏ ଗୋଟେ ଦଶର,

ଶୁଣି କି ହୋଇଯିବ ଥର ହର,

ଲେମ୍ବୁ ଦର ଦିଏ ମୁଣ୍ଡେ ପାହାର।

ଚନ୍ଦା ହାଣ୍ଡି

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ ବିରଜା ମାଆ 

Sunil Chandra Nayak

ଟାଟା ଷ୍ଟିଲ, ମେରାମଣ୍ଡଳୀ ରେ ସୁରକ୍ଷା ସଚେତନତା

Sunil Chandra Nayak

ରାଜପୁତ କ୍ଷତ୍ରିୟ ପାଇକ ସମାଜର ଦଶମ ମହାସଭା

Sunil Chandra Nayak

Leave a Comment

error: Content is protected !!