ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ଶଶୁର ଘରକୁ ବାଇକରେ ଆସି କୁକୁର ସହ ଧକ୍କାରେ ଜୋଇଁ ଗୁରୁତର

ରାଇରଙ୍ଗପୁର-୧୩/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଦୁମାଡିହି ଗାଁ ରାସ୍ତାରେ ଆଜି ସଂଧ୍ୟାବେଳେ ଜଣେ ବାଇକ୍ ଚାଳକ କୁକୁର ସହ ଧକ୍କା କରି ରାସ୍ତାରେ ଛିଟିକି ପଡ଼ି ଗୁରୁତର ହୋଇଥିବା ସୁଚନା ମିଳିଛି । ସୂଚନାଯୋଗ୍ୟ ଝାରପୋଖରିଆ ଥାନା ଅନ୍ତର୍ଗତ ଜାରକାଣି ଗାଁର ପଙ୍କଜ ନାଏକ ନିଜ ଶଶୁର ଘର ଜାମଦା ଅଂଚଳର ଦୁମାଡିହି ଗ୍ରାମକୁ ତାଙ୍କ ଭଉଣୀ ସହ ବାଇକରେ ଆସୁଥିବା ସମୟରେ ଶଶୁର ଘର ଦୁମାଡିହି ରାସ୍ତାରେ ହଠାତ୍ ଦୁଇଟି କୁକୁର ସାମନାକୁ ଆସିଯିବା ଫଳରେ ସେ ଦୁର୍ଘଟଣା ହୋଇଥିଲେ ତାଙ୍କ ଭଉଣୀ ଚନ୍ଦ୍ରମା ନାଏକ ମଧ୍ଯ ଆହତ ହୋଇଥିଲେ ।ଦୁଇଜଣଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା ।ଡାକ୍ତର ବାରିପଦା ରେଫର କରିଛନ୍ତି ।

ମୟୂରଭଞ୍ଜ ରୁ ଅବକ୍ଷୟ କୁମାର ବିଶ୍ବାଳ

Related posts

ଶ୍ରୀ ଭ୍ରମର ବାଗ ଙ୍କ କବିତା ବୁଆ ଗୋ ରାଜନିତିର ଲୀଲା

Sunil Chandra Nayak

କେସିଙ୍ଗା ବ୍ଲକ ଯାଦବ ସମାଜ ପକ୍ଷରୁ ରମାକାନ୍ତ ଗଉଡ ଙ୍କ ଶୋକସଭା

ଶେଷ ଇଚ୍ଛା ପୂରଣ ପୂର୍ବରୁ ଆଖି ବୁଜିଲେ ବିଦ୍ୟାଳୟ ପ୍ରତିଷ୍ଠାତା

Sunil Chandra Nayak

Leave a Comment

error: Content is protected !!