ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ଶଶୁର ଘରକୁ ବାଇକରେ ଆସି କୁକୁର ସହ ଧକ୍କାରେ ଜୋଇଁ ଗୁରୁତର

ରାଇରଙ୍ଗପୁର-୧୩/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଦୁମାଡିହି ଗାଁ ରାସ୍ତାରେ ଆଜି ସଂଧ୍ୟାବେଳେ ଜଣେ ବାଇକ୍ ଚାଳକ କୁକୁର ସହ ଧକ୍କା କରି ରାସ୍ତାରେ ଛିଟିକି ପଡ଼ି ଗୁରୁତର ହୋଇଥିବା ସୁଚନା ମିଳିଛି । ସୂଚନାଯୋଗ୍ୟ ଝାରପୋଖରିଆ ଥାନା ଅନ୍ତର୍ଗତ ଜାରକାଣି ଗାଁର ପଙ୍କଜ ନାଏକ ନିଜ ଶଶୁର ଘର ଜାମଦା ଅଂଚଳର ଦୁମାଡିହି ଗ୍ରାମକୁ ତାଙ୍କ ଭଉଣୀ ସହ ବାଇକରେ ଆସୁଥିବା ସମୟରେ ଶଶୁର ଘର ଦୁମାଡିହି ରାସ୍ତାରେ ହଠାତ୍ ଦୁଇଟି କୁକୁର ସାମନାକୁ ଆସିଯିବା ଫଳରେ ସେ ଦୁର୍ଘଟଣା ହୋଇଥିଲେ ତାଙ୍କ ଭଉଣୀ ଚନ୍ଦ୍ରମା ନାଏକ ମଧ୍ଯ ଆହତ ହୋଇଥିଲେ ।ଦୁଇଜଣଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା ।ଡାକ୍ତର ବାରିପଦା ରେଫର କରିଛନ୍ତି ।

ମୟୂରଭଞ୍ଜ ରୁ ଅବକ୍ଷୟ କୁମାର ବିଶ୍ବାଳ

Related posts

ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

Sunil Chandra Nayak

ୱାଇଏମଏଫଆଇ ଓ ‘ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ 21ରେ 

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

Leave a Comment

error: Content is protected !!