ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଅପରାଜିତା ଷଡଙ୍ଗୀ ଙ୍କୁ ସାକ୍ଷାତ

ଖଡିଆଳ ସ୍ଥିତ ଡାକବଙ୍ଗଳା ଠାରେ ନୂଆପଡା ଜିଲ୍ଲା ଏକ୍ସକେଡର ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଅଲେଖ ସାହୁଙ୍କ ନେତୃତ୍ବ ରେ ମାନ୍ୟବର ସାଂସଦ ଭୁବନେଶ୍ବର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ଓଟିଇଟି ଏକ୍ସଟେନସନ ଲେଟର ଶିଘ୍ର କରେଇବାପାଇଁ ଅନୁରୋଧ କରାଯାଇଥିଲା ଓଟିଇଟି ଏକ୍ସଟେନସନ ହେଲେ ଅଠର ହଜାର ଏକ୍ସକେଡର ଶିକ୍ଷକ ଇନକ୍ରିମେଣ୍ଟ ପାଇବା ସହ ଚାରିହଜାର ଗଣଶିକ୍ଷକ ନିୟମିତ ହୋଇପାରିବେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୁଟେନ ଗାଁ ରେ ମକ ଡ୍ରିଲ କାର୍ଯ୍ୟକ୍ରମ

Sunil Chandra Nayak

ଲତା ବେହେରା ଙ୍କ କବିତା ଠିକଣା

Sunil Chandra Nayak

ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!