ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ସରକାର ବିରୋଧ ରେ କଂଗ୍ରେସ୍ ର ବିକ୍ଷୋଭ 

ମ, ରାମପୁର, ୨୨/୬(ମସୀହା):- ବିଜେପି ସରକାର ବିରୋଧ ରେ କଂଗ୍ରେସ୍ ତରଫରୁ ବିକ୍ଷୋଭ କରାଯାଇଛି । ମ, ରାମପୁର ବ୍ଲକ୍ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂ ଙ୍କ ନେତୃତ୍ବ ରେ ସ୍ଥାନୀୟ ଚାରି ଛକ ଠାରେ ବିକ୍ଷୋଭ ସହିତ ନରେନ୍ଦ୍ର ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା । ଏଥିରେ କଂଗ୍ରେସ୍ ଜିଲ୍ଲା ସାଧାରଣ ସମ୍ପାଦକ ବିଭୁତି ଭୁଷଣ ମହାଖୁଡ, କଂଗ୍ରେସ୍ କର୍ମୀ ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ଯୋଶୋଦା ନାଗ, ପ୍ରକାଶ ଚନ୍ଦ୍ର ମାଝୀ, ଲବୀର୍ ଭୋଇ, କିଶୋର ମହାନନ୍ଦ, ଲଙ୍ଗେ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ।

Related posts

ମିସ ୟୁନିଭର୍ସ ଅଞ୍ଜୁ କୁମାରୀଙ୍କୁ ଗ୍ରାମବାସୀ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!