ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ସରକାର ବିରୋଧ ରେ କଂଗ୍ରେସ୍ ର ବିକ୍ଷୋଭ 

ମ, ରାମପୁର, ୨୨/୬(ମସୀହା):- ବିଜେପି ସରକାର ବିରୋଧ ରେ କଂଗ୍ରେସ୍ ତରଫରୁ ବିକ୍ଷୋଭ କରାଯାଇଛି । ମ, ରାମପୁର ବ୍ଲକ୍ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂ ଙ୍କ ନେତୃତ୍ବ ରେ ସ୍ଥାନୀୟ ଚାରି ଛକ ଠାରେ ବିକ୍ଷୋଭ ସହିତ ନରେନ୍ଦ୍ର ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା । ଏଥିରେ କଂଗ୍ରେସ୍ ଜିଲ୍ଲା ସାଧାରଣ ସମ୍ପାଦକ ବିଭୁତି ଭୁଷଣ ମହାଖୁଡ, କଂଗ୍ରେସ୍ କର୍ମୀ ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ଯୋଶୋଦା ନାଗ, ପ୍ରକାଶ ଚନ୍ଦ୍ର ମାଝୀ, ଲବୀର୍ ଭୋଇ, କିଶୋର ମହାନନ୍ଦ, ଲଙ୍ଗେ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ।

Related posts

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକର ଉପାଧ୍ୟକ୍ଷ ନିର୍ବାଚିତ ପ୍ରାର୍ଥୀ ଙ୍କ ନାମ ତାଲିକା ପ୍ରକାଶ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ କବିତା ମଣିଷ

Sunil Chandra Nayak

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

Sunil Chandra Nayak

Leave a Comment

error: Content is protected !!