ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର କର୍ମକର୍ତ୍ତା ଚୟନ

ଜୁନାଗଡ଼,୨୨/୬(ମ ନି ସ) ଜୁନାଗଡ଼ ସହର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ହାଭେଷ୍ଟର ମାଲିକ ସଙ୍ଘ ର ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ସଙ୍ଘର ଏହା ପ୍ରଥମ ବୈଠକ ଆଗକୁ କିପରି ସଙ୍ଘକୁ ମଜବୁତ କରିହେବ ସେ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ! ଏଥିରେ ସଙ୍ଘକୁ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା ସର୍ବ ସମ୍ମାତି କ୍ରମେ ଜିଲ୍ଲା ସଭାପତି ଚିତରଞ୍ଜନ ସାହୁ, ଉପସଭାପତି ପ୍ରଣବ ବେହେରା, ସମ୍ପାଦକ ଆଶିଷ ରାୟଗୁରୁ, କୋଷାଧକ୍ଷ ଦେବରାଜ ମିଶ୍ର, ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁ ଓ ସଙ୍ଘର ଆଇନ ପରାମର୍ଶ ଦାତା ଭାବେ ଆଦିତ୍ୟ ସାହୁ ମନୋନୀତ ହୋଇଥିଲେ ! ସେହିପରି ପ୍ରତେକ ବ୍ଲକରୁ ଜଣେ ବ୍ଲକ ସ୍ତରୀୟ ସଭାପତି ଓ ସମ୍ପାଦକ ମଧ୍ୟ ଚୟନ କରାଯାଇଥିଲା ! ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅନେକ ହାଭେଷ୍ଟର ମାଲିକ ସଙ୍ଘ ମାନେ ଯୋଗ ଦେଇ ଥିଲେ !

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଗ୍ରାମକୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

Sunil Chandra Nayak

ଯୁବକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଗ୍ଳୋବାଲ ଇଣ୍ତିଆ ଆଚିଭମେଣ୍ଟ’ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍ ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!