ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର କର୍ମକର୍ତ୍ତା ଚୟନ

ଜୁନାଗଡ଼,୨୨/୬(ମ ନି ସ) ଜୁନାଗଡ଼ ସହର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ହାଭେଷ୍ଟର ମାଲିକ ସଙ୍ଘ ର ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ସଙ୍ଘର ଏହା ପ୍ରଥମ ବୈଠକ ଆଗକୁ କିପରି ସଙ୍ଘକୁ ମଜବୁତ କରିହେବ ସେ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ! ଏଥିରେ ସଙ୍ଘକୁ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା ସର୍ବ ସମ୍ମାତି କ୍ରମେ ଜିଲ୍ଲା ସଭାପତି ଚିତରଞ୍ଜନ ସାହୁ, ଉପସଭାପତି ପ୍ରଣବ ବେହେରା, ସମ୍ପାଦକ ଆଶିଷ ରାୟଗୁରୁ, କୋଷାଧକ୍ଷ ଦେବରାଜ ମିଶ୍ର, ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁ ଓ ସଙ୍ଘର ଆଇନ ପରାମର୍ଶ ଦାତା ଭାବେ ଆଦିତ୍ୟ ସାହୁ ମନୋନୀତ ହୋଇଥିଲେ ! ସେହିପରି ପ୍ରତେକ ବ୍ଲକରୁ ଜଣେ ବ୍ଲକ ସ୍ତରୀୟ ସଭାପତି ଓ ସମ୍ପାଦକ ମଧ୍ୟ ଚୟନ କରାଯାଇଥିଲା ! ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅନେକ ହାଭେଷ୍ଟର ମାଲିକ ସଙ୍ଘ ମାନେ ଯୋଗ ଦେଇ ଥିଲେ !

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

କାର – ମୋଟରସାଇକେଲ ଦୁର୍ଘଟଣା ୧ ମୃତ ଜଣେ ଗୁରୁତ୍ତର

Sunil Chandra Nayak

ବେକରେ ରଶି ଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ନୃସିଂହ ପ୍ରସାଦ ଷଡ଼ଙ୍ଗୀ ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!