ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣଦାରେ କାଳବୈଶାଖୀ ବଜ୍ରପାତରେ ଅକାଳରେ ମହିଳା ସମେତ ଦୁଇଜଣଙ୍କର ଗଲା ପ୍ରାଣ

ମୟୂରଭଞ୍ଜ – ୨୨/୬/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ମଣଦା ଫାଣ୍ଡି ଅଧିନସ୍ଥ ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ମଣଦା ଗ୍ରାମର ଶୁଶାନ୍ତ ଗିରି(୪୭) ୧୨/୧୨.୩୦ ଟା ପାଖାପାଖି ସମୟରେ ନଦୀରୁ ଗାଧୋଇ ଫେରୁଥିବା ବେଳେ ବାଟରେ ଚଡ଼କ ମାରିବା ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ସେହିଭଳି ସେହି ଗ୍ରାମର ଜାଲେ ପିଙ୍ଗୁଆ (୬୪)ଜଙ୍ଗଲ ପାଖ ବିଲକୁ କାମ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସେମାନଙ୍କୁ ଶବ ବ୍ୟବଚ୍ଛେଦ କରାଯିବାପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଦୁଇ ଦୁଇଟି ଅପମୃତ୍ୟୁ ମାମଲା ୧୫/୨୨ ଏବଂ ୧୬/୨୨ ରୁଜୁ କରିଛି । ଅପରାହ୍ନ ୫.୧୦ ରେ ପହଞ୍ଚିବା ଏବଂ ବୀଦ୍ଯୁତ ସରାବରାହ ବିଛିନ୍ନ ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ ।ଶବ ବ୍ୟବଚ୍ଛେଦ ଗୃହକୁ ଡିଜି ଦ୍ବାରା ଵିଦ୍ଯୁତ ସଂଯୋଗ ନଥିବାରୁ ଶବ ବ୍ୟବଚ୍ଛେଦ ନ ହୋଇପାରିବାରୁ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ କହୁଥିଲେ ସରକାର ତ ନିୟମ କରିଛନ୍ତି ରାତି ହେଲେ ବି ଶବ ବ୍ୟବଚ୍ଛେଦ ହୋଇ ପାରିବ ହେଲେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ।ବହୁ ଦୂରରୁ ଆସି ହଇରାଣ ହରକତ ହେଉଛନ୍ତି । ତେଣୁ ପ୍ରଶାସନ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।

ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

Sunil Chandra Nayak

ରାଇରଙ୍ଗପୁରରେ ବିଜେପି ତରଫରୁ ଧାନ ମଣ୍ଡି ସଂପର୍କରେ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

ମହିଳା ବିଜେଡ଼ି ର ସାଙ୍ଗଠନିକ ସଭା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort