ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏୟାରଟେଲର ନେକ୍ସଟ୍ – ଜେନ ଷ୍ଟୋର ବର୍ତ୍ତମାନ ଯାଜପୁର ରୋଡରେ

ଯାଜପୁର ରୋଡ୍, 22 ଜୁନ୍ 2022. ଭାରତୀ ଏୟାରଟେଲ୍, ଆଜି ନିଜର ନେକ୍ସଟ୍ – ଜେନ ଷ୍ଟୋର, ବ୍ୟାଙ୍କ ଛକ, ତ୍ରିବେଣୀ ଏନଏକ୍ସ ନିକଟ ଯାଜପୁର ରୋଡରେ ଖୋଲିଛି | ଇଣ୍ଟରାକ୍ଟିଭ୍ ଗ୍ରାହକ ସେବା ଅନୁଭବ ଦେବା ପାଇଁ ଏହି ଷ୍ଟୋର୍ଟି ହାଇ-ଟେକ୍ ଡିଜିଟାଲ୍ ଏବଂ ଡିଜିଟାଲ୍ ସେଲ୍ଫ୍ ସର୍ଭିସ୍ ଟେକ୍ନୋଲୋଜି ସହିତ ସଜ୍ଜିତ | ଏଠାରେ ଗ୍ରାହକମାନେ ଏୟାରଟେଲର ପ୍ରିପେଡ୍, ପୋଷ୍ଟପେଡ୍, DTH, ପେମେଣ୍ଟସ ବ୍ୟାଙ୍କ, ବ୍ରଡବ୍ୟାଣ୍ଡ ଏବଂ ଅନ୍ୟାନ୍ୟ ବିଭିନ୍ନ ସେବା ପାଇପାରିବେ | ଗ୍ରାହକମାନେ ଏୟାରଟେଲର ଅପଡେଟେଡ ଦ୍ରୁତତ୍ତମ 4G ନେଟୱାର୍କକୁ ମଧ୍ୟ ଉପଭୋଗ କରିପାରିବେ | ଏୟାରଟେଲର ଡିଜିଟାଲ୍ କଣ୍ଟେଣ୍ଟ ଅଫର୍ – ମୁଭିଜ, ମ୍ୟୁଜିକ, ଲାଇଭ୍ ଟିଭି, ଗେମ ଏବଂ ଅଧିକ ଅନୁଭବ କରିବାର ସୁଯୋଗ ଅଛି |

ସୌମେନ୍ଦ୍ର ସାହୁ, ସିଓଓ – ଓଡ଼ିଶା, ଭାରତୀ ଏୟାରଟେଲ, କହିଛନ୍ତି, “ଆମର ବ୍ୟବସାୟର ମୂଳ ହେଉଛି ଗ୍ରାହକ, ଆମେ ସେମାନଙ୍କ ପାଇଁ ଏକ ଉତ୍ତମ ଅଭିଜ୍ଞତା ଦେବା ପାଇଁ ପ୍ରତିବଦ୍ଧ। ଏକ ହାଇ-ଟେକ୍ କମ୍ପାନୀ ଭାବରେ, ଆମେ କେବଳ ପୁନଃ ନିର୍ଦ୍ଧାରଣ କରିବୁ ନାହିଁ, ବରଂ ଡିଜିଟାଲ୍ ସେବା ସ୍ତରକୁ ନୂତନ ଉଚ୍ଚତାକୁ ନେଇକିଯିବୁ | ଗ୍ରାହକମାନଙ୍କୁ ଏକ ‘ସେୟାର – କ୍ରିଏଟ – କ୍ସପେରିଏନ୍ସ’ ଉପାୟରେ ପ୍ରଦାନ କରାଯାଉଥିବା ଆମର ନେକ୍ସଟ୍ ଜେନେରେସନ ସେବାଗୁଡିକ ଅନୁଭବ କରିବାକୁ ଆମେ ଗ୍ରାହକମାନଙ୍କୁ ସ୍ୱାଗତ କରୁଛୁ |

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ମଞ୍ଚାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରବାସ ସାତ ଦିନ ହେଲାଣି ବିଦ୍ୟୁତ ସେବାରୁ ବଞ୍ଚିତ: ସ୍ନାନ ଶୌଚ ଓ ରନ୍ଧନ ପାଇଁ ପାଣି ସମସ୍ୟା

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!