ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ

କୋକସରା,୨୩/୦୬ -( ମ ନି ସ ) ଗୁରୁବାର ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ କୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ପାଳନ କରାଯାଇଛି। କୋକସରା ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର ଙ୍କ ପରିଚାଳନା ରେ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ସ୍ମୁତି ଚାରଣ କରିଥିଲେ ଉପସ୍ଥିତ କର୍ମକର୍ତ୍ତା । ଏହି ଅଵସର ରେ ଭାଜପା ର ବରିଷ୍ଠ ନେତା ନୀଳକଣ୍ଠ ମାଝୀ, କୋକସରା ମଣ୍ଡଳ ପ୍ରଭାରି ଗରୁଡ଼ଧ୍ଵଜ ମାଝୀ, ଉପ ସଭାପତି ରଜନୀକାନ୍ତ ପଣ୍ଡା, ଧର୍ମାନନ୍ଦ ନେଗି, ସୁଶିଳ ପାଢ଼ୀ, ମନୋଜ ନାଏକ, ସୋମନାଥ ନାଏକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Related posts

କୋକସରା ବ୍ଲକରେ ବଢୁଛି ପିଆଜ ଉତ୍ପାଦନ, ସଂରକ୍ଷଣ ବ୍ୟବସ୍ଥା ନାହିଁ, ଚାଷି ଅଭାବି ବିକ୍ରୀର ଶୀକାର

Sunil Chandra Nayak

କଳାହାଣ୍ଡି ପୋଲିସ କୁ ବଡ ସଫଳତା ,୧୦ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ

Sunil Chandra Nayak

ପ୍ରଥମ ବର୍ଷା ରେ ମାଟି ଧୋଇ ଖୋଲ କରିଦେଲା ବିଜୁ ଏକ୍ସପ୍ରେସ ୱେ

Sunil Chandra Nayak

Leave a Comment

error: Content is protected !!