ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ,ରାମପୁର ଔଷଧ ବ୍ୟବସାୟୀ ସଂଘ ର ବୈଠକ

ମ, ରାମପୁର,୨୩/୬(ମସିହା):- କଳାହାଣ୍ଡି ଜିଲ୍ଲାର ମ,ରାମପୁର ଠାରେ ଔଷଧ ବ୍ୟବସାୟୀ ସଂଘ ସଦସ୍ୟ ଙ୍କ ର ଏକ ବୈଠକ ଅନୁଷ୍ଠିତ ହେଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ସଂପାଦକ ଆଶୋକ କୁମାର ରାଉତ ଯୋଗ ଦେଇ ସଂଘ ର ଆଗାମୀ ଦିନ ର କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରି ଥିଲେ। ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଘ ସଦସ୍ୟ ମର୍ଦ୍ଧ ରାଜ ସ୍ୱାଇଁ, ଭାରତ ଭୂଷଣ ଜୈନ, ଅମିତ୍ କୁମାର୍ ଅଗ୍ରୱାଲ (ପପୁ), ଦିଲ୍ଲୀପ କୁମାର ଅଗ୍ରୱାଲ, ରୋହିତ ସାହୁ, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମ, ରାମପୁର, ମଦନପୁର, ମୋହନଗିରୀ, ସାଇ ଦଲଙ୍ଗା ରୁ ସଂଘ ସଦସ୍ୟ ମାନେ ଯୋଗ ଦେଇ ଥିଲେ।

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ବୈଷ୍ଣବ ନ।ଏକ ହେଲେ ଚିଲିଗୁଡା ଫାଣ୍ଡି ଅଧିକାରୀ

Sunil Chandra Nayak

ମ ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭ

Sunil Chandra Nayak

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

Sunil Chandra Nayak

Leave a Comment

error: Content is protected !!