ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ

ଧର୍ମଗଡ:୨୩/୬/୨୨: ଭାରତୀୟ ଜନତା ପାର୍ଟି ଧର୍ମଗଡ ନଗର ତରଫରୁ ଆଜି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ କରାଯାଇ ଥିଲା । ରାଷ୍ଟ୍ରୀୟ ପରିଷଦ ସଦସ୍ଯ ଧନଞ୍ଜୟ ପାତ୍ର ଙ୍କ ଉପସ୍ଥିତି ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଗର ସଭାପତି ହରେକୃଷ୍ଣ ପଣ୍ତା ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମନିନ୍ଦ୍ର ଭୂଷଣ ପାତ୍ର ସାଧାରଣ ସମ୍ପାଦକ ଡମ୍ୱରୁ ଧର ଠାକୁର ଘନଶ୍ୟାମ ଭାଟୀ ଙ୍କ ସମେତ କାଉନସିଲର ପ୍ରବୀଣ ପଣ୍ତା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ଆବାହକ ଜଗବନ୍ଧୁ ମିଶ୍ର ଏବଂ ଧର୍ମଗଡ ନଗର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦନ ଚନ୍ଦନ କୁମାର ପାତ୍ର ଉପସ୍ଥିତ ରହି ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରି ଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଗଅଁଲିଆ କବି ସୁଧୀର ପଂଡ଼ା ଙ୍କ କବିତା ପ୍ରେମ୍‌ ଅଢ଼େ ଅକ୍ଷର୍‌ 

Sunil Chandra Nayak

ଆସ୍ଥା ଓ ବିଶ୍ଵାସର ପ୍ରତୀକ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମଝିରେ ମଝିରେ ହେଜୁ ଥା ।।

Sunil Chandra Nayak

Leave a Comment

error: Content is protected !!