ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣେଶ ପୂଜା ପାଇଁ ମାଟି ଅନୁକୁଳ

ଢେଙ୍କାନାଳ ସ୍ଥାନୀୟ ବାଜିଚୌକ ସ୍ଥିତ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ପାଇଁ ସ୍ଥାନୀୟ କମଗରା ଘାଟରୁ ପୂଜା ଅର୍ଚନା କରାଯାଇଥିଲା ଓ ବିଭିନ୍ନ ଭୋଗ ରାଗ ଲାଗିବା ସହିତ ଦିନ ୧୨.୪୪ ମିନିଟ ସମୟରେ ମାଟି ଅନୁକୁଳ କରାଯାଇ ଥିଲା। ପୂଜକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, କର୍ତ୍ତା ଜିତେନ୍ଦ୍ର ବେହେରା , ସଭାପତି ଉମେଶ ବେହେରା, ଉପ ସଭାପତି ମନୋରଜନ ଜେନା, ସଂପାଦକ ବିଶ୍ଵଜିତ ବେହେରା ,କୋଷାଦକ୍ଷ ଶୁଶିଲ୍ ଗୋଛାୟତ , ମେମ୍ବର ରାଜୁ, ଶିବୁ, ବିଜୁ, ଜିତୁ, ବୁଲୁ ଓ କମିଟିର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ସହର ପରିକ୍ରମା କରାଯାଇ ମାଟି ଅଣାଯାଇ ଥିଲା । ଏହି ମାଟି କୁ ଠାକୁର ଙ୍କ ମୁଣ୍ମୟୀ ମୂର୍ତ୍ତୀ ପ୍ରସ୍ତୁତିରେ ଲାଗି ହେବା ର ବିଧି ରହିଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଓ ମଧୁପୁର ରାସ୍ତା ମଝିରେ ଏକ ଘରୋହୀ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

Sunil Chandra Nayak

ଆଦିବାସୀ ଲୋକଙ୍କ ଧାନ କାଟି ନେବା ଘଟଣା, ପ୍ରଶାସନ ର ହସ୍ତକ୍ଷେପ ପରେ ସମସ୍ୟା ର ହେଲା ସମାଧାନ

Sunil Chandra Nayak

ଦାବୀ ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ ଦେଲେ ବିସ୍ଥାପିତ ଜନ ପ୍ରତିନିଧି 

Sunil Chandra Nayak

Leave a Comment

error: Content is protected !!